ତୁମ୍ଭମାନଙ୍କ ଦଳ ରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସମାନେେ କିଛି କରୁ ନାହାଁନ୍ତି। ସମାନେେ ଅନ୍ୟମାନଙ୍କ ଜୀବନ ରେ ହସ୍ତକ୍ଷପେ କରିବା ରେ ସମୟ ଅତିବାହିତ କରନ୍ତି।
Cross references
ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ୟ୍ଯର ଯତ୍ନ ନିଅ। ନିଜ ହାତ ରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।
ଭାଇ ଓ ଭଉଣୀମାନେ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳ ରେ, କାମ କରିବାକୁ ମନା କରୁଥିବା ବିଶ୍ବାସୀ ଭାଇମାନଙ୍କଠାରୁ ଦୂର ରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଚାହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାଁନ୍ତି।
ସହେି ୟୁବତୀ ବିଧବାମାନେ ଘରକୁ ଘର ଅଯଥା ରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସମାନେେ ବଚସା କରିବା ଓ ଅନ୍ଯଲୋକଙ୍କ ଜୀବନ ବିଷୟ ରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ କଥାଗୁଡ଼ିକ କୁହନ୍ତି।
ତୁମ୍ଭମାନଙ୍କ ଭିତରୁ କହେି ହତ୍ଯାକାରୀ ବା ଚୋର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାର ରେ ମୁଣ୍ଡ ଖଳୋଇଲା ଭଳି ଲୋକ ନ ଥାଉ। ସହେି ଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କହେି ଏପରି କାର୍ୟ୍ଯ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କହେି ଖ୍ରୀଷ୍ଟିଯାନ ହବୋରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ।