Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 16:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 16:21 · ଓଡ଼ିଆ ବାଇବେଲ

ଆମ୍ଭମାନେେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସହେି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ୟୋଗ୍ଯ ନୁହେଁ। ତେଣୁ ଆମ୍ଭେ ଏସବୁ କରିପାରିବୁ ନାହିଁ।

Cross references

ଏଷ୍ଟର ବିବରଣ 3:8

ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

ଯିରିମିୟ 10:3

ଅନ୍ୟ ଦେଶୀଯମାନଙ୍କର ସକଳ ବିଧି ବ୍ଯବସ୍ଥା ଅସାର କାରଣ ଅରଣ୍ଯରୁ ବୃକ୍ଷ ଚ୍ଛଦନେ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ଯହୀନ। ସଗେୁଡ଼ିକ ଦବେତା ନୁହଁନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:12

ସଠାରୁେ ଆମ୍ଭେ ମାକିଦନିଆ ଜିଲ୍ଲାର ଗୋଟିଏ ପ୍ରଧାନ ନଗର ଫିଲପ୍ପୀକୁ ଗଲୁ। ଏହା ରୋମୀୟମାନଙ୍କର ନଗର ଥିଲା। ଆମ୍ଭେ ସହେି ନଗର ରେ କିଛି ଦିନ ରହିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:3

ଏକଥା ସତ୍ଯ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସମାନେେ ୟୁକ୍ତି କରୁଥିବା ବିଷୟ ରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମାରେ କଥା ର୍ଧୈୟ୍ଯ ସହକା ରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁ ରୋଧ କରୁଛି।

Interlinear

Choose Theme