ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବାରୁ ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତ୍ମା ଦାନ ଦଇେଥିଲେ, ସହିପରି ଯଦି ସେ ସମାନଙ୍କେୁ ସହେି ସମାନ ଦାନ ଦେଲେ, ତବେେ ମୁଁ ପରମେଶ୍ବରଙ୍କ ମାର୍ଗ ରେ ବାଧା ଦବୋ ପାଇଁ କିଏ?
Cross references
ଯଦି ପରମେଶ୍ବର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, 'ତୁମ୍ଭେ କ'ଣ କରୁଛ?'
ତୁମ୍ଭେ ପରମେଶ୍ବରଙ୍କ ସହିତ କାହିଁକି ୟୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ? ତୁମ୍ଭେ ଭାବୁଛ ପରମେଶ୍ବର ସବୁକଥା ତୁମ୍ଭକୁ ବୁଝାଇ କହିବେ।
ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କ ସହିତ ୟୁକ୍ତି କରୁଛ। ଆମ୍ଭେ ଭୁଲ କରିଛୁ ବୋଲି ତୁମ୍ଭେ ବିଚାର କରିଛ, କ'ଣ ସ୍ବୀକାର କରିବ ଯେ ତୁମ୍ଭେ ଭୁଲ କରିଛ ବୋଲି, ତୁମ୍ଭେ ମାେତେ ଉତ୍ତର ଦିଅ।
ଆୟୁବ, ତୁମ୍ଭେ କ'ଣ ଭାବୁଛ ମୁଁ ନ୍ଯାଯୀ ନୁହେଁ ? ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ କାମ କରି ୟଦ୍ବାରା ତୁମ୍ଭେ ନିରୀହ ପ୍ରମାଣିତ ହବେ।
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।
ଯାହା ତୁମ୍ଭର ପ୍ରାପ୍ଯ ତାହା ନଇେ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦଇେଛି, ଶଷେ ରେ ଆସିଥିବା ଶ୍ରମାକକୁ ସତେିକି ଲଖାେଁଏ ଦବୋକୁ ଚାହୁଁଛି।
କିନ୍ତୁ ଯଦି ଏହା ପରମେଶ୍ବରଙ୍କଠାରୁ ହାଇେଥାଏ, ତବେେ ତୁମ୍ଭମାନେେ ସମାନଙ୍କେ କାମ ବନ୍ଦ କରିପାରିବନାହିଁ। ତୁମ୍ଭମାନେେ ନିଜକୁ ପରମେଶ୍ବରଙ୍କ ବିରୁଦ୍ଧ ରେ ଲଢ଼ିବାର ଦେଖିବ।
ଯେଉଁ ଯିହୂଦୀ ବିଶ୍ବାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ଯ ପବିତ୍ର ଆତ୍ମା ଦିଆଗଲା।
ତା'ପରେ ପିତର କହିଲେ, ଏହି ଲୋକମାନଙ୍କୁ ବାପ୍ତିଜିତ ହବୋ ନିମନ୍ତେ କହେି କ'ଣ କବେେ ଜଳ ଯୋଗଇ ଦବୋପାଇଁ ମନା କରିପାରିବ? ସମାନେେ ମଧ୍ଯ ଆମ୍ଭପରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି!
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।
ପରମେଶ୍ବର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସହେି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ବର ଆମ୍ଭକୁ ଯେପରି ପବିତ୍ର ଆତା୍ମଙ୍କୁ ଦାନ କରିଥିଲେ, ସହେିପରି ସମାନଙ୍କେୁ ମଧ୍ଯ ପବିତ୍ର ଆତ୍ମା ଦାନ କରିଅଛନ୍ତି।
ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ବର ମାଶାଙ୍କେୁ କହିଥୀଲେ, ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦଖାଇବୋ। ଆମ୍ଭେ ଯାହାକୁ କରୁଣା ଦଖାଇବୋ ପାଇଁ ଇଛା କରିବା ଆମ୍ଭେ ତାହାକୁ କରୁଣା ଦଖାଇବୋା
ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?
କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ: