Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 1:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 1:21 · ଓଡ଼ିଆ ବାଇବେଲ

ତେଣୁ ମୃତମାନଙ୍କ ମଧ୍ଯରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହବୋ ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦବୋ ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତବେେଳେ ଆମ୍ଭମାନଙ୍କ ଭିତ ରେ ଯେତେ ଜଣ ଥିଲେ ସମାନଙ୍କେ ମଧ୍ଯରୁ ଆଉ ଜଣକୁ ହିଁ ବଛାୟିବ।

Cross references

ଗଣନା ପୁସ୍ତକ 27:17

ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।

ଦିତୀୟ ବିବରଣ 31:2

ମାଶାେ ଇଶ୍ରାୟେଲକକ୍ସ୍ଟ କହିଲେ, ମାେତେ 120 ବର୍ଷ ହେଲାଣି। ମୁ ଆଉ ତୁମ୍ଭମାନଙ୍କୁ ଆଗଇେ ନଇେ ପାରିବ ନାହିଁ। ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ୟର୍ଦ୍ଦନ ପାର ହାଇେ ୟିବ ନାହିଁ।'

ଦିତୀୟ ଶାମୁୟେଲ 5:2

ଏପରିକି ଯେତବେେଳେ ଶାଉଲ ରାଜା ଥିଲେ ସେତବେେଳେ ଆପଣ ଆମ୍ଭମାନଙ୍କୁ ୟକ୍ସ୍ଟଦ୍ଧ ରେ ଆଗଇେ ନଇେଥିଲେ। ଆଉ ଆପଣ ହେଉଛନ୍ତି ସହେି ଲୋକ ଯେ କି ଯୁଦ୍ଧରୁ ଇଶ୍ରାୟେଲକକ୍ସ୍ଟ ନିରାପଦ ରେ ଫରୋଇ ଆଣିଥିଲେ ଏବଂ ସଦାପ୍ରଭୁ ତୁମ୍ଭକୁ କହିଛନ୍ତି, 'ତୁମ୍ଭେ ମାରେ ଲୋକମାନଙ୍କର ମଷେପାଳକ ହବେ। ଇଶ୍ରାୟେଲ ଓ ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କ ଉପରେ ଶାସନ କରିବ।'

ପ୍ରଥମ ରାଜାବଳୀ 3:7

ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।

ଲୂକଲିଖିତ ସୁସମାଚାର 10:1

ଏହାପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ୟିବାର ଯୋଜନା ଥିଲା, ସହେି ନଗର ଓ ସ୍ଥାନମାନଙ୍କୁ ସେ ସମାନଙ୍କେୁ ଦୁଇ ଦୁଇ ଜଣ ହିସାବ ରେ ନିଜେ ୟିବା ଆଗରୁ ପଠାଇ ଦେଲେ।

ଯୋହନଲିଖିତ ସୁସମାଚାର 10:1

ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ଲୋକ ମଷେଶାଳ ରେ ପ୍ରବେଶ କରେ, ତବେେ ସେ ଦ୍ବାର ବାଟେ ୟିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢି ଭିତରକୁ ଯାଏ, ତବେେ ସେ ଚୋର। ସେ ନିଶ୍ଚୟ ମଷେ ଚୋରି କରିବା ପାଇଁ ଚେଷ୍ଟା କରୁଛି।

ଯୋହନଲିଖିତ ସୁସମାଚାର 15:27

ତୁମ୍ଭେ ମାେ ବିଷୟ ରେ ଲୋକମାନଙ୍କୁ ମଧ୍ଯ କହିବ, କାରଣ ତୁମ୍ଭମାନେେ ପ୍ରଥମରୁ ମାେ ସହିତ ରହିଛ।

Interlinear

Choose Theme