Home Bibles ଲୂକଲିଖିତ ସୁସମାଚାର 10:1 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:1 · ଓଡ଼ିଆ ବାଇବେଲ

ଏହାପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ୟିବାର ଯୋଜନା ଥିଲା, ସହେି ନଗର ଓ ସ୍ଥାନମାନଙ୍କୁ ସେ ସମାନଙ୍କେୁ ଦୁଇ ଦୁଇ ଜଣ ହିସାବ ରେ ନିଜେ ୟିବା ଆଗରୁ ପଠାଇ ଦେଲେ।

Cross references

ଗଣନା ପୁସ୍ତକ 11:16

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସମାନଙ୍କେୁ ସମାଗମ ତମ୍ବୁ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ଛିଡା ହବୋ ଉଚିତ୍।

ଗଣନା ପୁସ୍ତକ 11:24

ତବେେ ମାଶାେ ବାହାରକୁ ୟାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ଯରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗ ରେ ଛିଡା କରାଇଲେ।

ମାଥିଉଲିଖିତ ସୁସମାଚାର 10:1

ଯୀଶୁ ତାହାଙ୍କର ବାରଜଣ ଶିଷ୍ଯଙ୍କୁ ପାଖକୁ ଡକାଇଲେ। ସେ ଭୂତମାନଙ୍କୁ ତଡିଦବୋ ପାଇଁ ଓ ସବୁ ପ୍ରକାର ରୋଗ ଏବଂ ଅସୁସ୍ଥତା ଭଲ କରିଦବୋ ପାଇଁ ଶିଷ୍ଯମାନଙ୍କୁ ଶକ୍ତି ପ୍ରଦାନ କଲେ।

ମାର୍କଲିଖିତ ସୁସମାଚାର 6:7

ଯୀଶୁ ବାର ଜଣ ଶିଷ୍ଯଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଦୁଇ-ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସମାନଙ୍କେୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ।

ଲୂକଲିଖିତ ସୁସମାଚାର 1:17

ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହବେେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧିଅରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ବରଙ୍କୁ ଅବଜ୍ଞା କରୁଥିବା ଅନକେ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନଇେ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।

ଲୂକଲିଖିତ ସୁସମାଚାର 1:76

ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସହେି ପର୍ବୋପରିସ୍ଥ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତା ରୂପେ ଖ୍ଯାତ ହବେ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ୟିବ।

ଲୂକଲିଖିତ ସୁସମାଚାର 3:4

ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:

ଲୂକଲିଖିତ ସୁସମାଚାର 7:13

ସହେି ବିଧବାକୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ସେ ତାକୁ କହିଲେ, କାନ୍ଦ ନାହିଁ।

ଲୂକଲିଖିତ ସୁସମାଚାର 9:1

ଯୀଶୁ ବାରଜଣ ପ୍ ରରେିତଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ। ସେ ପ୍ ରରେିତମାନଙ୍କୁ ରୋଗ ଭଲ କରିଦବୋ ପାଇଁ ମଧ୍ଯ ଶକ୍ତି ଦେଲେ।

ଲୂକଲିଖିତ ସୁସମାଚାର 9:52

ସେ ତାହାଙ୍କ ଆଗରୁ କେତକେ ଲୋକଙ୍କୁ ପଠାଇଲେ। ସମାନେେ ୟିଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗର ରେ ପହନ୍ଚିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:2

ସମାନେେ ପ୍ରଭୁଙ୍କର ସବୋ ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେ ପାଇଁ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ସ୍ବତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସମାନଙ୍କେୁ ଗୋଟିଏ ବିଶଷେ କାର୍ୟ୍ଯ କରିବା ପାଇଁ ଆହ୍ବାନ କରିଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:3

ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।

Interlinear

Choose Theme