ନିଜ ହୃଦୟ ରେ ଆମ୍ଭକୁ ସ୍ଥାନ ଦିଅ। ଆମ୍ଭେ କାହାରି ପ୍ରତି କୌଣସି ଭୁଲ କରି ନାହୁଁ। ଆମ୍ଭେ କାହାରି ବିଶ୍ବାସ ରେ ଆଞ୍ଚ ଆଣି ନାହୁଁ, କାହାକୁ ଘାଷେଣା କରି ନାହୁଁ।
Cross references
ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।
ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।
ଯଦି ତୁମ୍ଭମାନେେ ଗୋଟିଏ ନଗରକୁ ଯାଅ ଓ ସଠାେରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ବାଗତ କରନ୍ତି, ତବେେ ତୁମ୍ଭମାନଙ୍କେୁ ସମାନେେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ।
ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତବେେଳେ ମୁଁ କବେେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦଖାଇେ ନାହିଁ।
ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।
ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ ରମେ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭମାନେେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶନ ବନ୍ଦ କରି ଦଇେଛ।
ତୁମ୍ଭମାନଙ୍କ ସହିତ ଥିବା ବେଳେ, ମାରେ ଆବଶ୍ଯକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସମାନେେ ମାରେ ସମସ୍ତ ଆବଶ୍ଯକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହାଇେ ନାହିଁ ଓ ଭବିଷ୍ଯତ ରେ ମଧ୍ଯ କଦାପି ହବେି ନାହିଁ।
ମୁଁ ପୁନର୍ବାର କହୁଛି, କହେି ମାେତେ ମୂର୍ଖ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯଦି ତୁମ୍ଭମାନେେ ମାେତେ ମୂର୍ଖ ବୋଲି ଭାବ, ତା ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମାେତେ ଗ୍ରହଣ କର।
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।
ସେଥିପାଇଁ ପ୍ରଭୁଙ୍କଠା ରେ ଆନନ୍ଦର ସହିତ ତାହାଙ୍କୁ ସ୍ବାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭମାନେେ ସମ୍ମାନ ଦିଅ।
ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମାେ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟ ରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ବାଗତ କରିବ)।
ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କହେି ଆମ୍ଭକୁ ପ୍ରବଞ୍ଚିତ କରିନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ଯ ନୁହେଁ।
ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।
ତୁମ୍ଭମାନେେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭମାନେେ ରହିବା ଉଚିତ। ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ କବେେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ।
ମୁଁ ତାହାକୁ ତୁମ୍ଭ ପାଖକୁ ଫରୋଇ ଦେଉଛି। ତା ସହିତ ମାରେ ହୃଦୟ ମଧ୍ଯ ବନ୍ଧା ହାଇେଛି।
ଯଦି ତୁମ୍ଭେ ମାେତେ ମିତ୍ର ବୋଲି ଗ୍ରହଣ କରୁଛ, ତା' ହେଲେ ଅନୀସିମଙ୍କୁ ପୁନର୍ବାର ଗ୍ରହଣ କର। ମାେତେ ଯେପରି ସ୍ବାଗତ କରିଥାନ୍ତ, ସପରେି ତାହାକୁ ସ୍ବାଗତ କର।
ଯଦି ତୁମ୍ଭ ପାଖକୁ କହେି ଆ ସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତବେେ ତାହାକୁ ଗୃହ ରେ ସ୍ବାଗତ ଓ ଗ୍ରହଣ କର ନାହିଁ।
ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।