Home Bibles ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:21 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:21 · ଓଡ଼ିଆ ବାଇବେଲ

ଶୀତଦିନ ପୂର୍ବରୁ ମାେ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।

Cross references

ରୋମୀୟଙ୍କ ପ୍ରତି ପତ୍ର 16:21

ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:20

ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:13

ପରମେଶ୍ବରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:22

ପରମେଶ୍ବରଙ୍କ ସମସ୍ତ ଲୋକ ଓ ବିଶଷେ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦ ରେ ଅଛନ୍ତି, ସହେି ବିଶ୍ବାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:4

ତୁମ୍ଭେ ମାେ ପାଇଁ କାନ୍ଦିଛ ବୋଲି ମୁଁ ମନେ ରଖିଛି। ମୁଁ ତୁମ୍ଭକୁ ଦେଖି ଆନନ୍ଦ ପାଇବା ପାଇଁ ଅତି ଇଚ୍ଛୁକ। ତୁମ୍ଭର ଦୃଢ଼ ବିଶ୍ବାସ ମୁଁ ମନେପକାଏ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:9

ଯେତେଶୀଘ୍ର ସମ୍ଭବ ମାେ ସହିତ ଦଖାେ କରିବାକୁ ଆସିବା ପାଇଁ ଚେଷ୍ଟା କର।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13

ମୁଁ ଯେତବେେଳେ ତ୍ରୋଯା ରେ ଥିଲି, ମୁଁ କାର୍ପଙ୍କ ପାଖ ରେ ମାରେ ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତବେେଳେ ଆସିବ, ତାହା ମାେ ପାଇଁ ନଇେ ଆସିବ। ମାେ ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପରେ ଲିଖିତ ବହିଗୁଡ଼ିକ ବିଶଷେଭାବରେ ମାରେ ଦରକାର।

ଯୋହନଙ୍କ ଦିତୀୟ ପତ୍ 1:13

ପରମେଶ୍ବରଙ୍କ ଦ୍ବାରା ମ ନୋନୀତା ତୁମ୍ଭମାନଙ୍କର ଭଉଣୀଙ୍କ ସନ୍ତାନମାନେ ତୁମ୍ଭମାନଙ୍କୁ ସମାନଙ୍କେର ନମସ୍କାର ଜଣାଇଛନ୍ତି।

ଯୋହନଙ୍କ ତୃତୀୟ ପତ୍ର 1:14

ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।

Interlinear

Choose Theme