ପ୍ରଥମ ରେ ସହେି ବିଶ୍ବାସ ତୁମ୍ଭର ମାତାମହୀ ଲୋଯି ଓ ମାତା ଇଉନୀକୀଙ୍କଠା ରେ ଥିଲା।
Cross references
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।
ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।
ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ବର ବୋଲି ମାନି ଆସିଛି। ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହାଇେଛି।
ପରମେଶ୍ବରଙ୍କୁ କୁହ, ତୁମ୍ଭର କାର୍ୟ୍ଯ ଆଶ୍ଚର୍ୟ୍ଯଜନକ ଅଟେ। ପରମେଶ୍ବର ତୁମ୍ଭର ଶକ୍ତି ମହାନ୍ ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସମାନେେ ତୁମ୍ଭକୁ ଭୟ କରନ୍ତି!
ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସମାନଙ୍କେର ଦଣ୍ଡ ଚିରଦିନ ଧରି ରହିବ ସର୍ବଦା ଦଣ୍ଡ ପାଇବେ।
ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।
ଏସବୁ ସତ୍ତ୍ବେ ଇଶ୍ରାୟେଲର ବିଶ୍ବାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣ ରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କବଳେ ଛଳନା କଲା। ଏହା ସଦାପ୍ରଭୁ କହନ୍ତି।
ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।
ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସଠାେରେ ତୀମଥି ନାମକ ଜଣେ ଶିଷ୍ଯ ଥିଲେ। ସେ ଜଣେ ବିଶ୍ବାସୀନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।
ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇନାହିଁ, ଯେ ହତେୁ ଏହିସବୁ କୌଣସି ଗୁପ୍ତ ସ୍ଥାନ ରେ କରାଯାଇ ନାହିଁ।
ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।
ହଁ,ମୁଁ ଜାଣେ ଯେ କୌଣସି ବିଷୟ ଆମ୍ଭକୁ ପରମେଶ୍ବରଙ୍କ ପ୍ ରମରେୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ଯୁ ନୁହେଁ, ଜୀବନ ନୁହେଁ, ସ୍ବର୍ଗଦୂତମାନେ ନୁହଁନ୍ତି, ଆତ୍ମିକ ଶକ୍ତି ଗୁଡିକ ନୁହଁନ୍ତି, ଏବେ କିଛି ନୁହେଁ, ଭବିଷ୍ଯତ ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ,
ଜଣେ ଲୋକ ବିଶ୍ବାସ କରିପା ରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶିଷ୍ଟ ଅଟେ। ସହେିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡିକ ସମାନ ମହତ୍ତ୍ବ ପ୍ରଦାନ କରିପା ରେ। ପ୍ରେତ୍ୟକକ ଲୋକ ନିଜର ବିଶ୍ବାସ ନଇେ ମନ ରେ ନିଶ୍ଚିତ ହବୋ ଉଚିତ।
ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।
ମାେ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେ ମାନେ ଭଲ ଗୁଣ ରେ ପରିପୂର୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦଇେ ପାରିବ।
ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।
ଏହି ପ୍ ରମେ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ଯକ ଓ ସମାନେେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସମାନଙ୍କେ ସତ୍ଯ ବିଶ୍ବାସ ତାହାଙ୍କଠା ରେ ଥିବା ଦରକାର।
ସଠାେରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ବାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସବେକ ବୋଲି ପ୍ରମାଣିତ ହବେ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ବାସର ଶିକ୍ଷାଗୁଡ଼ିକ ଦ୍ବାରା ଶକ୍ତିଶାଳୀ ହାଇେଛ।
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।
ପିଲାବଳେୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସହେି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରିପାରିବ ଓ ସହେି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ବାସ ମାଧ୍ଯମ ରେ ମୁକ୍ତି ଆଡ଼କୁ ଆଗଇନବେେ।
ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତ ରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭମାନେେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଯେଉଁ ପ୍ ରମେଭାବ ପ୍ରଦର୍ଶିତ କରିଛ, ସହେି ଭଲ କାମକୁ ପରମେଶ୍ବର ସଦାସର୍ବଦା ମନେ ରଖିବେ।
ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।
ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।