ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିଲେ ନାହିଁ। ଦାଉଦ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଗାଥର ଓବଦଇଦେୋମର ଗୃହ ରେ ରଖିଲେ।
Cross references
ୟିହୂଦ୍, ବନବରକେ ଓ ଗାଥ୍-ରିମ୍ମୋନ୍।
କିନ୍ତୁ ସମସ୍ତ ବରେୋତୀଯମାନେ ଗିତ୍ତଯିମକକ୍ସ୍ଟ ପଳାଇଲେ ଓ ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ସହେି ସ୍ଥାନ ରେ ବାସ କରୁଛନ୍ତି।
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।
ସେତବେେଳେ ରାଜା ଗାଥୀଯ ଇତ୍ତଯକକ୍ସ୍ଟ କହିଲେ, ତୁମ୍ଭମାନେେ କାହିଁକି ଆମ୍ଭମାନଙ୍କ ସଙ୍ଗ ରେ ଯାଉଛ? ଫରେିୟାଅ, ରାଜାଙ୍କ ସହିତ ରହିୟାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ଯ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକକ୍ସ୍ଟ ଫରେିୟାଅ।
ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।
ତେଣୁ ଦାଉଦ ନିଯମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିଯମସିନ୍ଦୁକକୁ ଓବେଦ୍-ଇଦୋମର ଗୃହ ରେ ଛାଡ଼ିଦଇେ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ।
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।
ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଜିଖରିଯ ଦ୍ବିତୀୟ ଦଳର ନେତା ଥିଲେ। ଅନ୍ୟ ଲବେୀୟମାନେ ଥିଲେ : ୟିଯଯଲେ, ଶମୀରାମାେତ୍, ୟିହୀଯଲେ, ମତ୍ତଥିଯ, ଇଲୀଯାବ, ବନାଯ, ଓବେଦ୍-ଇଦୋମ୍ ଓ ୟିୟୂଯଲେ। ଏହି ବ୍ଯକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।
ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ ; ଓବେଦ୍-ଇଦୋମଙ୍କର ଜେଷ୍ଠ ପୁତ୍ର ଥିଲେ ଶମଯିଯ। ୟିହୋଷାବଦ୍ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ୟୋଯାଦ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନଲେ ତାଙ୍କର ପଞ୍ଚମ ପୁତ୍ର ଥିଲେ।