ସେତବେେଳେ ରାଜା ଗାଥୀଯ ଇତ୍ତଯକକ୍ସ୍ଟ କହିଲେ, ତୁମ୍ଭମାନେେ କାହିଁକି ଆମ୍ଭମାନଙ୍କ ସଙ୍ଗ ରେ ଯାଉଛ? ଫରେିୟାଅ, ରାଜାଙ୍କ ସହିତ ରହିୟାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ଯ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକକ୍ସ୍ଟ ଫରେିୟାଅ।
Cross references
କିନ୍ତୁ ନୟମୀ କହିଲେ, ନା, ମାରେ କନ୍ଯାଗଣ, ତୁମ୍ଭେ ତୁମ୍ଭର ସ୍ବଗୃହକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ଆଉ କାହିଁକି ମାେ ସହିତ ୟିବ? ମୁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। ମାରେତ ଗର୍ଭ ରେ ଆଉ ସନ୍ତାନ ନାହିନ୍ତି, ଯେଉଁମାନେ କି ତୁମ୍ଭର ସ୍ବାମୀ ହାଇେ ଥା'ନ୍ତେ।
ନୟମୀ କହିଲା, ଦେଖ, ତୁମ୍ଭର ୟାଆ ତା'ର ନିଜର ଲୋକମାନଙ୍କ ନିକଟକକ୍ସ୍ଟ ପକ୍ସ୍ଟଣି ଆପଣା ଦବେତାମାନଙ୍କ ନିକଟକକ୍ସ୍ଟ ଫରେିଗଲେ। ତୁମ୍ଭେ ମଧ୍ଯ ସହେିପରି କରିବା ଉଚିତ୍।
ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।