ତା'ପରେ ଇଶ୍ରାୟେଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକକ୍ସ୍ଟ ଆସିଲେ। ସମାନେେ କହିଲେ, ଆମ୍ଭମାନେେ ତୁମ୍ଭର ନିଜ ପରିବାର।
Cross references
ଏହାପରେ ଲାବନ କହିଲେ, ଏହା ଆଶ୍ଚର୍ୟ୍ଯ! ତୁମ୍ଭେ ମାେ ବଂଶଧର। ତେଣୁ ଯାକୁବ ଲାବନଙ୍କ ଘ ରେ ଏକ ମାସ ରହିଲେ।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯାହାକକ୍ସ୍ଟ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭମାନେେ ଆପଣା ଭାତୃଗଣମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଆପଣା ଉପରେ ରାଜାଭାବେ ନିୟକ୍ସ୍ଟକ୍ତ କରିବ। ୟିଏ ତୁମ୍ଭର ଭାଇ ନକ୍ସ୍ଟ ହେଁ ଏପରି ବିଦେଶୀଯ ବ୍ଯକ୍ତିକକ୍ସ୍ଟ ରାଜା ଭାବେ ମନୋନୀତ କରିବ ନାହିଁ।
ଶିଖିମ୍ ପ୍ରଚୀନମାନଙ୍କୁ ପଗ୍ଭର: 'ଯଦି ୟିରକ୍ସ୍ଟଦ୍ଦାଲ୍ର ସତକ୍ସ୍ଟରି ପକ୍ସ୍ଟତ୍ର ୟାକ ତକ୍ସ୍ଟମ୍ଭ ଉପରେ ଶାସନ କରନ୍ତି କିମ୍ବା ଯଦି ଜଣେ ମାତ୍ର ପକ୍ସ୍ଟତ୍ର ଶାସନ କଲେ, ତକ୍ସ୍ଟମ୍ଭ ପାଇଁ ଭଲ ହବେ କି? ମନରେଖ ମୁ ତୁମ୍ଭମାନଙ୍କର ରକ୍ତ ସଐର୍କୀଯ।'
ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।
ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'
ଦାଉଦ ଏହିପରି ଭାବଲର ୟିହକ୍ସ୍ଟଦାର ସମସ୍ତସଲାକମାନଙ୍କର ହୃଦଯକକ୍ସ୍ଟ ଛକ୍ସ୍ଟଇଁ ଥିଲଲ।ସତଣୁସସମାଲନ ସମସ୍ଲତସଗାଟିଏସଲାକପରି ଏ କଥାସର ସମ୍ମତି ପ୍ରକାଶ କଲଲ। ୟିହକ୍ସ୍ଟଦାରସଲାକମାଲନ ରାଜା ଦାଉଦଙ୍କ ନିକଟକକ୍ସ୍ଟ ଦୂତ ପଠାଇଲଲ,ସସମାଲନ କହିଲଲ, ଆପଣ ଓ ଆପଣଙ୍କର ସମସ୍ତ ଦାସସଫରି ଆସନ୍ତକ୍ସ୍ଟ।
ଇଶ୍ରାୟେଲର ସମସ୍ତ ଲୋକ ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଲେ। ସମାନେେ ଦାଉଦଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ନିଜ ମାଂସ ଓ ରକ୍ତ।
ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।
ଯିହୁଦା ଗୋଷ୍ଠୀରୁ 6,800 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ଢ଼ାଲ ଓ ବର୍ଚ୍ଛା ବହନ କରୁଥିଲେ।
କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ।
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।