Cross references
ଦିତୀୟ ଶାମୁୟେଲ 23:11
ତା'ପରେ ହରାରୀଯ ଆଗିର ପକ୍ସ୍ଟତ୍ର ଶମ୍ମଯ ସଠାେରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହାଇେଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରକ୍ସ୍ଟ ପଳାଯନ କଲେ।
ପ୍ରଥମ ବଂଶାବଳୀ 11:27
ହରୋରୀଯ ଶମ୍ନୋତ୍, ପଲୋନୀୟ ହେଲସ୍,
ପ୍ରଥମ ବଂଶାବଳୀ 11:35
ହରାରୀଯ ସାଖରଙ୍କ ପୁତ୍ର ଅହୀଯାମ୍, ଉରର ପୁତ୍ର ଇଲୀଫାଲ ;