ମାରେ ଶତୃମାନେ ସର୍ବଦା ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିଛନ୍ତି। ମୃତକ୍ସ୍ଟ୍ଯର ଲହରୀ ମାେତେ ବେଷ୍ଟନ କଲା, ବନ୍ଯାଜଳ ମାେତେ ମୃତକ୍ସ୍ଟ୍ଯର ଗହ୍ବରକକ୍ସ୍ଟ ନଇଗେଲା।
Cross references
ମାରେ ଶତ୍ରୁମାନେ ଯେତବେେଳେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଥିଲେ ମୃତ୍ଯୁର ରଶି ମାେତେ ସେତବେେଳେ ବାନ୍ଧିବାକୁ ଯାଉଥଲା ମାରେ ଚାରିଆଡ଼ୁ। ମୁଁ ବନ୍ଯାରେ କବଳିତ ହାଇେ ମୃତ୍ଯୁ ଆଡ଼କୁ ଭାସି ଚାଲିଥିଲି,
ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।
ମାେତେ ପଙ୍କ ସ୍ଥାନରୁ ବଞ୍ଚାଅ। ମାେତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମାେତେ ଘୃଣା କରନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ଏହି ଗଭୀର ପାଣିରୁ ବଂଚାଅ।
ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।
ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ବାସ ରେ ଚାଳିତ ପ୍ରବଳ ଷୋର୍ତପରି ସେ ମାଡ଼ି ଆସିବେ।
ସେ କିଏ ଯେ କି ନୀଳନଦୀପରି ଉଠୁଅଛି ଓ ନଦୀ ସମୂହର ଜଳରାଶି ତୁଲ୍ଯ ଉତ୍କ୍ଷିପ୍ତ ହେଉଅଛି ?
ତୁମ୍ଭେ ମାେତେ ସମୁଦ୍ର ରେ ଫିଙ୍ଗି ଦଇେ ଏବଂ ମାେ ଉପ ରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ ମାରେ ଚତୁର୍ଦ୍ଦିଗ ରେ କବଳେ ପାଣି ରହିଲା।
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।
ତା'ପରେ ସାପ ନିଜ ମୁଖରୁ ନଦୀ ପରି ପାଣି ବାହାର କଲା। ସେ ସହେି ନାରୀର ପଛପଟରୁ ଜଳ ଛାଡ଼ିଲା ୟଦ୍ଦ୍ବାରା ସେ ଜଳ ସୋର୍ତ ଦ୍ବାରା ତାହାକୁ ଭସାଇ ନଇେପାରିବ।
ସାତଦୂତଙ୍କ ମଧ୍ଯରୁ ଯେଉଁମାନେ ସାତାଟେି ପାତ୍ର ଧାରଣ କରିଥିଲେ, ସମାନଙ୍କେ ମଧ୍ଯରୁ ଜଣେ ମାେ ନିକଟକୁ ଆସି ମାେତେ କହିଲେ, ଆସ ପ୍ରସିଦ୍ଧ ବେଶ୍ଯାକୁ କ'ଣ ଦଣ୍ଡ ଦିଆୟିବ, ତାହା ମୁଁ ତୁମ୍ଭକୁ ଦଖାଇବେି। ସେ ବହୁତ ଜଳରାଶି ଉପରେ ବସିଛି।
ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।