ତୁମ୍ଭେ ମାେତେ ସମୁଦ୍ର ରେ ଫିଙ୍ଗି ଦଇେ ଏବଂ ମାେ ଉପ ରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ ମାରେ ଚତୁର୍ଦ୍ଦିଗ ରେ କବଳେ ପାଣି ରହିଲା।
Cross references
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।
ହେ ପରମେଶ୍ବର, ମାେତେ ମାରେ ସମସ୍ତ ବିପଦରୁ ବଞ୍ଚାଅ। ମାରେ ପ୍ରାଣ ପର୍ୟ୍ଯନ୍ତ ଜଳରାଶି ମାଡ଼ି ୟାଇଛି।
ମାେତେ ପଙ୍କ ସ୍ଥାନରୁ ବଞ୍ଚାଅ। ମାେତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମାେତେ ଘୃଣା କରନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ଏହି ଗଭୀର ପାଣିରୁ ବଂଚାଅ।
ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।
ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତବେେଳେ ସେ ମାେ ପ୍ରାର୍ଥନା ଶୁଣିଲେ ଏବଂ ମୁଁ ମୃତ୍ଯୁବରଣ କଲା ପୂର୍ବରୁ ଉତ୍ତର ଦେଲେ।
ମୁଁ ଆପଣା ବିପଦ ସମଯରେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଏବଂ ସେ ମାେତେ ଉତ୍ତର ଦେଲେ।
ମାେ ମସ୍ତକ ଉପ ରେ ଜଳ ବହିଗଲା ଓ ମୁଁ କହିଲି, ମୁଁ ଶଷେ ହଲିେ।
ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି।
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜାଣେ, ମୁଁ ଭୂଲ୍ କରିଛି, ସେଥିପାଇଁ ସମୁଦ୍ର ରେ ଝଡ ଆସିଲା। ତେଣୁ ତୁମ୍ଭମାନେେ ମାେତେ ସମୁଦ୍ରକୁ ଫିଙ୍ଗି ଦିଅ, ତହିଁରେ ସମୁଦ୍ର ଶାନ୍ତ ହାଇଯେିବ।