ମୁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକକ୍ସ୍ଟ ମାନି ଆସିଛି। ମୁ ତାଙ୍କ ବ୍ଯବସ୍ଥାଗୁଡିକୁ ପାଳନ କରେ।
Cross references
ଏହିସବୁ ଆଜ୍ଞା, ବ୍ଯବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦବୋପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମାେତେ କହିଲେ। ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ପାର ହାଇେ ଯାଉଅଛ, ସଦେି ଦେଶ ରେ ତୁମ୍ଭମାନେେ ଏହି ବ୍ଯବସ୍ଥା ପାଳନ କରିବା ଉଚିତ୍।
ଏବଂ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭମାନେେ ତାହାକକ୍ସ୍ଟ ଆପଣା ହୃଦଯ ରେ ରଖିବ।
ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯସକଳ ଶାସନ ଶକ୍ସ୍ଟଣି, ମାନି ଓ ପାଳନ କର, ତବେେ ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିଯମ ଓ ଦୟା ବିଷଯ ରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ।
ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।
ତାଙ୍କର ହୃଦଯ ଅହଙ୍କାରି ହବୋ ଉଚିତ୍ ନକ୍ସ୍ଟହଁ। ସେ ନିଯମରକ୍ସ୍ଟ ବିମକ୍ସ୍ଟଖ ହବୋ ଉଚିତ୍ ନକ୍ସ୍ଟହଁ। ନିଯମକକ୍ସ୍ଟ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତବେେ ସେ ଓ ତା'ର ଭବିଷ୍ଯତ ବଂଶଧରମାନେ ଇଶ୍ରାୟେଲ ରେ ବହକ୍ସ୍ଟଦିନ ଧରି ରାଜତ୍ବ କରିବେ।
ସଦାପ୍ରଭୁଙ୍କର ବ୍ଯବସ୍ଥାସବୁ ୟଥାର୍ଥ। ସଗେୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପଭ୍ରୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାୟ୍ଯ କରେ।
ୟଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତବେେ ମୁଁ ଲଜ୍ଜିତ ହବେି ନାହିଁ।
ମାେ ଓଷ୍ଠସହ ତୁମ୍ଭର ନ୍ଯାଯପରାଯଣତାକୁ ବାରମ୍ବାର କହିଅଛି।
ମୁଁ ତୁମ୍ଭ ନିକଟରେ ବିଶ୍ବସ୍ତ ହବୋ ପାଇଁ ମନୋନୀତ ହାଇେଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ଯାଯପରାଯଣତାକୁ ଶିକ୍ଷା କରିବି।
ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !
ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫରେି ନାହିଁ, କାରଣ ତୁମ୍ଭେ ନିଜେ ମାେତେ ଶିକ୍ଷା ଦଇେଅଛ।
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।