Home Bibles ଦିତୀୟ ଶାମୁୟେଲ 20:12 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 20:12 · ଓଡ଼ିଆ ବାଇବେଲ

ସେ ସମୟରେ ଅମାସା ରାଜପଥ ମଧିଅରେ ନିଜ ରକ୍ତ ରେ ଲଟପଟ ହାଇେ ପଡିଥିଲା। ପକ୍ସ୍ଟଣି ସହେି ୟକ୍ସ୍ଟବକ ସମସ୍ତ ଲୋକଙ୍କକ୍ସ୍ଟ ଠିଆ ହବୋର ଦେଖି ଅମାସାକକ୍ସ୍ଟ ରାଜପଥରକ୍ସ୍ଟ କ୍ଷେତ୍ରକକ୍ସ୍ଟ ନଇଗେଲା। ତା'ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡାଇ ଦଲୋ। ଯେତେ ଲୋକ ତା'ର ନିକଟ ଦଇେ ଆସିଲେ, ପ୍ରେତ୍ୟକକକକ୍ସ୍ଟ ଠିଆ ହବୋର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦଲୋ।

Cross references

ଦିତୀୟ ଶାମୁୟେଲ 2:23

କିନ୍ତୁ ଅସା ହେଲ ଅବ୍ନର ପଛ ରେ ଦୌଡିବାରକ୍ସ୍ଟ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମକ୍ସ୍ଟନ ରେ ତା'ର ପଟେକକ୍ସ୍ଟ ଭୂଷି ଦବୋରକ୍ସ୍ଟ ତାହା ପିଠି ଦଇେ ବାହାରି ଗଲା। ତେଣୁ ସେ ସହେିଠା ରେ ମରିଗଲା।

ଦିତୀୟ ଶାମୁୟେଲ 17:25

ଅବଶାଲୋମ ଯୋୟାବଙ୍କକ୍ସ୍ଟ ସ୍ଥାନାନ୍ତର କରି ଅମାସାଙ୍କକ୍ସ୍ଟ ସୈନ୍ଯଦଳର ମୂଖ୍ଯ ଭାବରେ ନିୟକ୍ସ୍ଟକ୍ତି କଲେ। ଏହି ଅମାସା ଇସ୍ମାଯଲେୀଯ ଯେଥରଙ୍କର ପକ୍ସ୍ଟତ୍ର ଥିଲେ। ଅମାସାର ମା' ଥିଲେ ଅବୀଗଲ, ୟିଏ କି ସରକ୍ସ୍ଟଯାଙ୍କର ଭଉଣୀ ନାହଶଙ୍କର କନ୍ଯା ଥିଲେ। ୟିଏକି ଯୋୟାବଙ୍କର ମା' ଥିଲେ।

ଗୀତସଂହିତା 9:16

ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

ଗୀତସଂହିତା 55:23

ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

ହିତୋପଦେଶ 24:21

ହେ ମାରେ ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର। ସହେି ଲୋକମାନଙ୍କ ସହିତ ଜଡିତ ହୁଅ ନାହିଁ। ଯେଉଁମାନେ ସମାନଙ୍କେର ବିପକ୍ଷ ରେ ଅଛନ୍ତି।

Interlinear

Choose Theme