ଅବଶାଲୋମ ଯୋୟାବଙ୍କକ୍ସ୍ଟ ସ୍ଥାନାନ୍ତର କରି ଅମାସାଙ୍କକ୍ସ୍ଟ ସୈନ୍ଯଦଳର ମୂଖ୍ଯ ଭାବରେ ନିୟକ୍ସ୍ଟକ୍ତି କଲେ। ଏହି ଅମାସା ଇସ୍ମାଯଲେୀଯ ଯେଥରଙ୍କର ପକ୍ସ୍ଟତ୍ର ଥିଲେ। ଅମାସାର ମା' ଥିଲେ ଅବୀଗଲ, ୟିଏ କି ସରକ୍ସ୍ଟଯାଙ୍କର ଭଉଣୀ ନାହଶଙ୍କର କନ୍ଯା ଥିଲେ। ୟିଏକି ଯୋୟାବଙ୍କର ମା' ଥିଲେ।
Cross references
ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'
ଦାଉଦ ଏହିପରି ଭାବଲର ୟିହକ୍ସ୍ଟଦାର ସମସ୍ତସଲାକମାନଙ୍କର ହୃଦଯକକ୍ସ୍ଟ ଛକ୍ସ୍ଟଇଁ ଥିଲଲ।ସତଣୁସସମାଲନ ସମସ୍ଲତସଗାଟିଏସଲାକପରି ଏ କଥାସର ସମ୍ମତି ପ୍ରକାଶ କଲଲ। ୟିହକ୍ସ୍ଟଦାରସଲାକମାଲନ ରାଜା ଦାଉଦଙ୍କ ନିକଟକକ୍ସ୍ଟ ଦୂତ ପଠାଇଲଲ,ସସମାଲନ କହିଲଲ, ଆପଣ ଓ ଆପଣଙ୍କର ସମସ୍ତ ଦାସସଫରି ଆସନ୍ତକ୍ସ୍ଟ।
ତା'ପରେ ରାଜା ଅମାସାକକ୍ସ୍ଟ କହିଲେ, ତିନିଦିନ ମଧିଅରେ ୟିହକ୍ସ୍ଟଦାର ଲୋକମାନଙ୍କୁ କକ୍ସ୍ଟହ ମାେତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ଯ ସଠାେରେ ଉରସ୍ଥିତ ହକ୍ସ୍ଟଅ।
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।
ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।
ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।
ଅବୀଯଲେ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶମାଯଲେୀଯ ଲୋକଙ୍କ ମଧ୍ଯରୁ ଆସିଥିଲା।
ମନଃଶୀଯ ଗୋଷ୍ଠୀର କେତକେ ବ୍ଯକ୍ତି ମଧ୍ଯ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତବେେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇଥିଲେ, ସେତବେେଳେ ସମାନେେ ତାହାଙ୍କ ସହିତ ଯୋଗ ଦଇେଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତ ରେ ପଲେଷ୍ଟୀୟମାନଙ୍କୁ ସାହାୟ୍ଯ କରି ନ ଥିଲେ। ଦାଉଦ ଯେ ସମାନଙ୍କେୁ ସାହାୟ୍ଯ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସମାନେେ ତାହାଙ୍କୁ ପଠାଇଦବୋ ନିମନ୍ତେ ସ୍ଥିର କଲେ। ସହେି ଶାସକମାନେ କହିଲେ, ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫରେିୟାଏ, ତବେେ ଆମ୍ଭମାନଙ୍କର ମୁଣ୍ଡକାଟ ହବେ !