Home Bibles ଦିତୀୟ ଶାମୁୟେଲ 2:3 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:3 · ଓଡ଼ିଆ ବାଇବେଲ

ଦାଉଦ ତାଙ୍କର ଲୋକମାନଙ୍କୁ ଓ ସମାନଙ୍କେର ପରିବାରବର୍ଗମାନଙ୍କୁ ସାଙ୍ଗ ରେ ନଇଗେଲେ। ଏବଂ ସମାନେେ ସମସ୍ତେ ସହେି ହିବ୍ରୋଣ ସହର ରେ ଓ ତା'ର ପାଖାପାଖି ସହର ରେ ବାସ କଲେ।

Cross references

ଯିହୋଶୂୟ 21:11

ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।

ପ୍ରଥମ ଶାମୁୟେଲ 22:2

ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।

ପ୍ରଥମ ଶାମୁୟେଲ 27:2

ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇଶ୍ରାୟେଲ ପରିତ୍ଯାଗ କଲେ। ମାଯୋକର ପକ୍ସ୍ଟତ୍ର ଆଖୀଶ ନାମକ ଗାଥର ରାଜା ନିକଟକକ୍ସ୍ଟ ଗଲେ।

ପ୍ରଥମ ଶାମୁୟେଲ 30:1

ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ପ୍ରଥମ ଶାମୁୟେଲ 30:9

ଦାଉଦ ଓ ତାଙ୍କର 600 ଲୋକମାନଙ୍କୁ ନଇେ ବିଷୋର ନଦୀ ନିକଟରେ ପହନ୍ଚିଲେ। ସଠାେରେ 200 ଲୋକ ରହିଲେ, କାରଣ ସମାନେେ ସଠାେରେ ଅତ୍ଯନ୍ତ କ୍ଲାନ୍ତ ଓ ଦୁର୍ବଳ ହାଇେ ପଡିଥିଲେ।

ପ୍ରଥମ ବଂଶାବଳୀ 12:1

ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

Interlinear

Choose Theme