Home Bibles ଦିତୀୟ ଶାମୁୟେଲ 18:31 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 18:31 · ଓଡ଼ିଆ ବାଇବେଲ

ଠିକ୍ ତା'ପରେ ସମୟରେ କୂଶୀଯ ଆସି ପହଞ୍ଚିଲା। ସେ କହିଲା, ମାରେ ପ୍ରଭକ୍ସ୍ଟ ମହାରାଜାଙ୍କ ପାଇଁ ଏକ ସକ୍ସ୍ଟସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରକ୍ସ୍ଟଦ୍ଧାଚରଣ କରୁଥିଲେ ସମାନଙ୍କେୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।

Cross references

ଦିତୀୟ ବିବରଣ 32:35

ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ଦିତୀୟ ଶାମୁୟେଲ 18:19

ଏହାପରେ ସାଦୋକର ପକ୍ସ୍ଟତ୍ର ଅହୀମାସ ଯୋୟାବଙ୍କକ୍ସ୍ଟ କହିଲା, ମୁ ଧାଇଁବି ଏବଂ ରାଜାଙ୍କକ୍ସ୍ଟ କହିବି ଯେ, ସଦାପ୍ରଭୁ ତାଙ୍କର ଶତୃମାନଙ୍କୁ ଧ୍ବଂସ କରିଛନ୍ତି।

ଦିତୀୟ ଶାମୁୟେଲ 18:28

ଅହୀମାସ ଉଚ୍ଚସ୍ବର ରେ କହିଲା, ସବୁ ମଙ୍ଗଳ! ଅହୀମାସ ରାଜାଙ୍କ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ପ୍ରଣାମ କଲା। ଅହୀମାସ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବରଙ୍କର ପ୍ରଶଂସା କରନ୍ତକ୍ସ୍ଟ। ମାରେ ସଦାପ୍ରଭୁ ସହେିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରକ୍ସ୍ଟଦ୍ଧ ରେ ଯାଉଥିଲେ।

ଦିତୀୟ ଶାମୁୟେଲ 22:48

ସହେି ପରମେଶ୍ବର ମାେ ତରଫରକ୍ସ୍ଟ ପରିଶାଧେ ନିଅନ୍ତି। ସେ ଦେଶଗୁଡିକୁ ମାରେ ଶାସନାଧିନ କରନ୍ତି।

ଦିତୀୟ ଶାମୁୟେଲ 22:49

ପରମେଶ୍ବର ମାେ ଶତୃଗଣଠାରକ୍ସ୍ଟ ମାେତେ ରକ୍ଷା କରନ୍ତି। ଯେଉଁଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ଉଠିଛନ୍ତି, ସମାନଙ୍କେୁ ପରାସ୍ତ କରିବା ରେ ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାେତେ ସହେି ନିର୍ଦ୍ଦଯ ଲୋକମାନଙ୍କଠାରକ୍ସ୍ଟ ରକ୍ଷା କଲ।

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ଗୀତସଂହିତା 94:1

ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।

ଗୀତସଂହିତା 124:2

କ'ଣ ହାଇେଥାନ୍ତା ଆମ୍ଭମାନଙ୍କର ୟଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହାଇେ ନ ଥାନ୍ତେ। ଯେତବେେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ ?

ଲୂକଲିଖିତ ସୁସମାଚାର 18:7

ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି। ଯାହା ଠିକ୍, ତାହା ପରମେଶ୍ବର ତାହାଙ୍କ ଲୋକଙ୍କୁ ସ ଦବେଳେେ ଦଇେଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦବୋ ରେ ପରମେଶ୍ବର ଆଦୌ ବିଳମ୍ବ କରିବେ ନାହିଁ।

Interlinear

Choose Theme