ଦିତୀୟ ଶାମୁୟେଲ 17:3 · ଓଡ଼ିଆ ବାଇବେଲ
ତା'ପରେ ମୁ ସମସ୍ତ ଲୋକଙ୍କକ୍ସ୍ଟ ଫରୋଇ ଆଣିବି। ଯଦି ଦାଉଦ ମରିୟାଏ, ତବେେ ମୁ ସମସ୍ତ ଲୋକଙ୍କକ୍ସ୍ଟ ଶାନ୍ତି ରେ ଫରୋଇ ଆଣିବି।
Cross references
ଦିତୀୟ ଶାମୁୟେଲ 3:21
ଅବନର ଦାଉଦଙ୍କକ୍ସ୍ଟ କହିଲେ, ହେ ମାରେ ପ୍ରଭକ୍ସ୍ଟ ମହାରାଜ, ମାେତେ ୟିବାକକ୍ସ୍ଟ ଦିଅ, ଏବଂ ସମସ୍ତ ଇଶ୍ରାୟେଲୀୟମାନଙ୍କୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆଣିବାକକ୍ସ୍ଟ ଦିଅ। ତା'ପରେ ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କରିବେ। ଏବଂ ଆପଣ ସମଗ୍ର ଇଶ୍ରାୟେଲର ରାଜା ହବେେ। ଏବଂ ଆପଣଙ୍କ ଇଛା ମତେ ରାଜତ୍ବ କରିବେ। ତେଣୁ ଦାଉଦ ଅବନରକକ୍ସ୍ଟ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ ଏବଂ ଅବନର ଶାନ୍ତି ରେ ଉକ୍ତ ସ୍ଥାନ ପରିତ୍ଯାଗ କଲେ।
ଯିଶାଇୟ 48:22
ମାତ୍ର ସଦାପ୍ରଭୁ କୁହନ୍ତି, ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।
ଯିଶାଇୟ 57:21
ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।