Home Bibles ☰ Books ଦିତୀୟ ଶାମୁୟେଲ 15:21 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 15:21 · ଓଡ଼ିଆ ବାଇବେଲ

ଏଥି ରେ ଇତ୍ତଯ ରାଜାଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମାରେପ୍ରଭକ୍ସ୍ଟ ମହାରାଜା ଜୀବିତ ଥିବା ପ୍ରମାଣେ, ମୁ ଆପଣଙ୍କ ସହିତ ରହିବି। ମୁ ଆପଣଙ୍କର ଦାସ। ଜୀବନ ରେ ବା ମୃତକ୍ସ୍ଟ୍ଯ ରେ ମୁ ଆପଣଙ୍କ ସହିତ ରହିବି।

Cross references

ରୂତର ବିବରଣ 1:16

କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।

ପ୍ରଥମ ଶାମୁୟେଲ 20:3

କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।

ପ୍ରଥମ ଶାମୁୟେଲ 25:26

ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।

ଦିତୀୟ ରାଜାବଳୀ 2:2

ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।

ଦିତୀୟ ରାଜାବଳୀ 2:4

ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ତୁମ୍ଭେ ଏଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ଯିରୀହାକେୁ ପଠାଇଛନ୍ତି।

ଦିତୀୟ ରାଜାବଳୀ 2:6

ଏଲିଯ ଇଲୀଶାୟଙ୍କୁ କହିଲେ, ମୁଁ ବିନଯ କରୁଛି, ତୁମ୍ଭେ ଏହିଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ୟର୍ଦ୍ଦନ ନଦୀକୁ ପଠାଇଛନ୍ତି।

ଦିତୀୟ ରାଜାବଳୀ 4:30

ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।

ହିତୋପଦେଶ 17:17

ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

ହିତୋପଦେଶ 18:24

ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।

ମାଥିଉଲିଖିତ ସୁସମାଚାର 8:19

ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, ଗୁରୁ, ଆପଣ ଯେଉଁଆଡେ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।

ଯୋହନଲିଖିତ ସୁସମାଚାର 6:66

ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23

ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:13

କିନ୍ତୁ ପାଉଲ କହିଲେ, ତୁମ୍ଭମାନେେ କାହିଁକି କାନ୍ଦୁଛ? ତୁମ୍ଭମାନେେ କାହିଁକି ଏପରି ମାେତେ ଦୁଃଖିତ କରୁଛ? ୟିରୂଶାଲମ ରେ ମୁଁ ବନ୍ଧା ହବୋ ପାଇଁ ଯେ କବଳେ ପ୍ରସ୍ତୁତ ଅଛି, ତାହା ନୁହେଁ, ମାତ୍ର ମୁଁ ପ୍ରଭୁ ଯୀଶୁଙ୍କ ନାମ ରେ ମରିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:3

ତୁମ୍ଭମାନଙ୍କୁ ନିନ୍ଦା ଦବୋ ପାଇଁ ମୁଁ ଏହା କହୁ ନାହିଁ। ମୁଁ ତୁମ୍ଭମାନଙ୍କୁ ଆଗରୁ କହିଛି ଯେ, ଆମ୍ଭେ ତୁମ୍ଭମାନଙ୍କୁ ଏତେ ଭଲ ପାଉ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ମରିବା ଓ ବଞ୍ଚିବା ପାଇଁ ମଧ୍ଯ ପ୍ରସ୍ତୁତ।

Interlinear

Choose Theme