Home Bibles ଦିତୀୟ ରାଜାବଳୀ 2:6 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 2:6 · ଓଡ଼ିଆ ବାଇବେଲ

ଏଲିଯ ଇଲୀଶାୟଙ୍କୁ କହିଲେ, ମୁଁ ବିନଯ କରୁଛି, ତୁମ୍ଭେ ଏହିଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ୟର୍ଦ୍ଦନ ନଦୀକୁ ପଠାଇଛନ୍ତି।

Cross references

ଆଦି ପୁସ୍ତକ 22:6

ଅବ୍ରହାମ ତାଙ୍କ ପୁତ୍ରର କାନ୍ଧ ରେ ହାମବେଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ବତନ୍ତ୍ର ଛୁରୀ ଏବଂ ନିଆଁ ନଇେ ଗଲେ। ଏହାପରେ ଦୁଇଜଣ ଏକତ୍ର ହାଇଗେଲେ।

ଆଦି ପୁସ୍ତକ 22:8

ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।

ଯିହୋଶୂୟ 3:15

ଯଦିଓ ଶସ୍ଯ ଅମଳ ସମୟରେ ୟର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶର୍ୟ୍ଯା ରେ ପ୍ରବେଶ କଲା ମାତ୍ ରେ ହଠାତ୍ ତା'ର ପ୍ରବାହ ବନ୍ଦ ହାଇଗେଲା।

ରୂତର ବିବରଣ 1:16

କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।

ପ୍ରଥମ ଶାମୁୟେଲ 1:26

ତା'ପରେ ହାନ୍ନା ଏଲିଯକକ୍ସ୍ଟ କହିଲା, ମହାଶୟ ମୁ ବାସ୍ତବ ରେ ସହେି ସ୍ତ୍ରୀ ଲୋକ ୟିଏକି ତକ୍ସ୍ଟମ୍ଭ ଆଗ ରେ ଛିଡା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।

ଦିତୀୟ ରାଜାବଳୀ 2:2

ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।

ଦିତୀୟ ରାଜାବଳୀ 4:30

ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।

Interlinear

Choose Theme