Home Bibles ହିତୋପଦେଶ 14:15 · ଓଡ଼ିଆ ବାଇବେଲ
ହିତୋପଦେଶ 14:15 · ଓଡ଼ିଆ ବାଇବେଲ

ନିର୍ ବୋଧ ଯାହାସବୁ ଶୁଣେ, ବିଶ୍ବାସ କରେ। ମାତ୍ର ଜ୍ଞାନୀମାନେ ପ୍ରେତ୍ୟକକ କଥାକୁ ଅନୁଶୀଳନ କରନ୍ତି।

Cross references

ଦିତୀୟ ଶାମୁୟେଲ 1:5

ଦାଉଦ ସହେି ୟକ୍ସ୍ଟବ ସୈନିକକକ୍ସ୍ଟ ପଚାରିଲେ, ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନ ମୃତକ୍ସ୍ଟ୍ଯବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?

ପ୍ରଥମ ରାଜାବଳୀ 2:18

ତା'ପରେ ବତ୍ଶବୋ କହିଲେ, ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।

ନିହିମିୟା 6:4

ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି।

ହିତୋପଦେଶ 4:26

ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ।

ହିତୋପଦେଶ 14:8

ଚତୁର ଲୋକମାନେ ଜ୍ଞାନୀ, କାରଣ ସମାନେେ ଯେପରି ଭାବରେ ରହନ୍ତି, ସପରେି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସହେି କଥା ଭାବନ୍ତି।

ହିତୋପଦେଶ 22:3

ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅ ବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।

ହିତୋପଦେଶ 27:12

ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।

ଆମୋଷ 5:13

ସେତବେେଳେ ଜ୍ଞାନୀ ବ୍ଯକ୍ତିମାନେ ନୀରବ ରହିବେ କାରଣ ସମୟ ଅତି ମନ୍ଦ ଅଟେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:7

ସହେି ବର୍ୟୀଶୁ ରାଜ୍ଯପାଳ ର୍ ସଗେିୟ ପାଉଲଙ୍କର ମିତ୍ର ଥିଲେ। ର୍ ସଗେିୟ ପାଉଲ ଜଣେ ବିବକେୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ବରଙ୍କର ବାକ୍ଯ ଶୁଣିବାକୁ ଚ଼ାହୁଁଥିଲେ। ତେଣୁ ସେ ବର୍ଣ୍ଣବ୍ବା ଓ ପାଉଲଙ୍କୁ ଡ଼କାଇ ପଠାଇଲେ।

ରୋମୀୟଙ୍କ ପ୍ରତି ପତ୍ର 16:18

ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 4:14

ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,

ଏଫିସୀୟଙ୍କ ପ୍ରତି ପତ୍ର 5:17

ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ବର ତୁମ୍ଭଠାରୁ କ'ଣ ଚାହାଁନ୍ତି, ଏହା ଜାଣିବାକୁ ଚେଷ୍ଟା କର।

ଯୋହନଙ୍କ ପ୍ରଥମ ପତ୍ର 4:1

ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

Interlinear

Choose Theme