ଏହି ସମୟରେ ଅେମ୍ମାନୀୟ ଟୋବିୟ ତାହା ପାଖ ରେ ଥିଲା, ଆଉ ସେ କହିଲା, ସମାନେେ ଯାହା ଗଢୁଛନ୍ତି, ବିଲୁଆ ଚଢିଗଲେ ସେ ସମାନଙ୍କେ ପଥର ପ୍ରାଚରେୀ ଭାଙ୍ଗି ପକାଇବ।
Cross references
ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।
ତେଣୁ ବିନ୍ହଦଦ୍ କହିଲେ, ସମାନେେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସମାନେେ ୟୁଦ୍ଧପାଇଁ ଆସିଥିଲେ ସମାନଙ୍କେୁ ଜୀବିତ ଧର।
ଏବେ ମୁଁ ବିନଯ କରୁଅଛି, ମାେ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ବ ଦବେି। ତୁମ୍ଭେ ଯଦି ପାରୁଛ ତବେେ ସମାନଙ୍କେ ଉପରେ ଚଢିବା ପାଇଁ ତୁମ୍ଭ ଆଡୁ ଲୋକ ଆଣ।
ହାରୋଣୀଯ ସନ୍ବଲ୍ଲଟ ଓ ଅେମ୍ମାନୀୟ ଟୋବିୟ ଅଧିକାରୀଗଣ ଅତିଶଯ ଦୁଃଖିତ ହେଲ, ଯେତବେେଳେ ସମାନେେ ଶୁଣିଲେ ଯେ, ଜଣେ ବ୍ଯକ୍ତି ଇଶ୍ରାୟେଲର ସନ୍ତାନଗଣଙ୍କୁ ସାହାୟ୍ଯ କରିବା ପାଇଁ ଆସିଥିଲେ।
କନ୍ତୁ ହୋରୋଣୀଯ ସନ୍ବଲ୍ଲଟ୍ ଓ ଅେମ୍ମାନୀୟ ଟୋବିୟ ଓ ଆରବୀଯ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସମାନେେ କହିଲେ, ତୁମ୍ଭମାନେେ କ'ଣ ଏ କି କାର୍ୟ୍ଯ କରୁଅଛ? ତୁମ୍ଭମାନେେ କ'ଣ ରାଜଦ୍ରୋହ କରୁଛ?
ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।
ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।