Home Bibles ଦିତୀୟ ରାଜାବଳୀ 8:26 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 8:26 · ଓଡ଼ିଆ ବାଇବେଲ

ଅହସିଯଙ୍କୁ ଯେତବେେଳେ ବାଇଶି ବର୍ଷ ହାଇେଥିଲା, ସେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏକବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅଥଲିଯା, ସେ ଇଶ୍ରାୟେଲର ରାଜା ଅମ୍ରିଙ୍କର କନ୍ଯା ଥିଲେ।

Cross references

ପ୍ରଥମ ରାଜାବଳୀ 16:22

ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।

ପ୍ରଥମ ରାଜାବଳୀ 16:23

ଯିହୁଦା ରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଅମ୍ରି ଇଶ୍ରାୟେଲର ରାଜା ହେଲେ। ଅମ୍ରି ଇଶ୍ରାୟେଲ ରେ ବାରବର୍ଷ ରାଜତ୍ବ କଲେ। ସେଥି ବାରବର୍ଷ ମଧ୍ଯରୁ ଛଅବର୍ଷ ତିର୍ସା ରେ ରାଜତ୍ବ କଲେ।

ଦିତୀୟ ରାଜାବଳୀ 9:21

ଏଥି ରେ ଯୋରାମ କହିଲେ, ମାରେ ରଥ ପ୍ରସ୍ତୁତ କର।

ଦିତୀୟ ରାଜାବଳୀ 11:1

ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।

ଦିତୀୟ ରାଜାବଳୀ 11:13

ଏଥି ରେ ଅଥଲିଯା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।

ଦିତୀୟ ବଂଶାବଳୀ 22:2

ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।

ଦିତୀୟ ବଂଶାବଳୀ 22:5

ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିଯ ତାହା ପାଳନ କଲେ। ଅହସିଯ ଇଶ୍ରାୟେଲ ରାଜା ଯିହାରୋମ୍ଙ୍କ ସହିତ ମିଳି ଅରାମ୍ର ରାଜା ହସାଯଲେ ସହିତ ରାମାେତ୍-ଗିଲିଯାଦ୍ ରେ ୟୁଦ୍ଧ କରିବାକୁ ଗଲେ। ଆହାବ ଯିହାରୋମ୍ଙ୍କର ପିତା ଥିଲା। କିନ୍ତୁ ଅରାମୀଯମାନେ ୟିହୋରାମକୁ ୟୁଦ୍ଧ ରେ କ୍ଷତାକ୍ତ କରି ପକାଇଲେ।

Interlinear

Choose Theme