ଦିତୀୟ ରାଜାବଳୀ 8:2 · ଓଡ଼ିଆ ବାଇବେଲ
ପରମେଶ୍ବରଙ୍କ ଲୋକଙ୍କର ବାକ୍ଯାନୁସା ରେ ସେ ସ୍ତ୍ରୀ ଲୋକଟି ଆପଣା ପରିବାର ସହିତ ୟାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶ ରେ ସାତବର୍ଷ ବାସ କଲା।
Cross references
ବିଚାରକର୍ତାମାନଙ୍କ ବିବରଣ 3:3
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।
ପ୍ରଥମ ଶାମୁୟେଲ 27:1
କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।
ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।