ଦିତୀୟ ରାଜାବଳୀ 8:14 · ଓଡ଼ିଆ ବାଇବେଲ
ତା'ପରେ ହସାଯଲେ ଇଲୀଶାୟଙ୍କଠାରୁ ବିଦାଯ ନଇେ ରାଜାଙ୍କ ନିକଟକୁ ଗଲେ। ବିନ୍ହଦଦ୍ ହସାଯଲଙ୍କେୁ କହିଲେ, ଇଲୀଶାୟ ତୁମ୍ଭକୁ କ'ଣ କହିଛନ୍ତି।
Cross references
ଦିତୀୟ ରାଜାବଳୀ 5:25
ଏହାପରେ ସେ ଭିତରକୁ ୟାଇ ଆପଣା ମହାଶୟ ସମ୍ମୁଖ ରେ ଛିଡା ହେଲେ। ତହୁଁ ଇଲୀଶାୟ ଗି ହଜେୀକୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଲ?
ଦିତୀୟ ରାଜାବଳୀ 8:10
ତହିଁରେ ଇଲୀଶାୟ କହିଲେ, ୟାଅ, ବିନ୍ହଦଦ୍କୁ କୁହ, 'ତୁମ୍ଭେ ଅବଶ୍ଯ ବଞ୍ଚିବ।' କିନ୍ତୁ ପ୍ରକୃତ ରେ ସଦାପ୍ରଭୁ ମାେତେ କହିଛନ୍ତି ଯେ, ' ସେ ଅବଶ୍ଯ ମରିବ।'
ମାଥିଉଲିଖିତ ସୁସମାଚାର 26:16
ସହେି ସମୟରୁ ୟିହୂଦା ଯାଜକମାନଙ୍କ ହାତ ରେ ଯୀଶୁଙ୍କୁ ଧରାଇ ଦବୋ ପାଇଁ ସୁଯୋଗର ଅପେକ୍ଷା ରେ ରହିଲା।