ରାଜା ତାଙ୍କ ଅତି ନିକଟ ସନୋପତିଙ୍କୁ ନଗରଦ୍ବାର ରକ୍ଷା କରିବାକୁ ନିୟୁକ୍ତି କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲା ବେଳେ ସମାନେେ ସନୋପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତବେେଳେ ଇଲୀଶାୟ ଗୃହକୁ ୟାଇଥିଲେ ଇଲୀଶାୟ ଯାହା କହିଥିଲେ ତାହାହିଁ ସବୁ ଘଟିଲା।
Cross references
ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ସୈନ୍ଯମାନଙ୍କ ଚତକ୍ସ୍ଟଃପାଶର୍ବ ରେ ଘରେିଗଲେ ଓ ସମାନଙ୍କେ ପଛ ରେ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ବିଶ୍ରାମ ଦେଲେ ନାହିଁ । ଇଶ୍ରାୟେଲର ସୈନ୍ଯମାନେ ଗିବିଯାର ପୂର୍ବାଞ୍ଚଳ ନିକଟରେ ପରାସ୍ତ କଲେ।
ରାଜା ଗୋଟିଏ ଦୂତ ଇଲିଶାଯଙ୍କ ନିକଟକୁ ପଠାଇଲେ। ଇଲୀଶାୟ େସତବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘ ରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସହେି ପ୍ରାଚୀନବର୍ଗଙ୍କୁ କହିଲେ, ଏଠାକୁ ଦେଖ, ଏହି ନରହତ୍ଯାକାରୀର ପୁତ୍ର ମାରେ ମୁଣ୍ତ ଛଦନେ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ବାର ବନ୍ଦ କର ଓ ତାକୁ ଗୃହ ରେ ପ୍ରବେଶ ନ କରାଇ ଦବୋପାଇଁ ଦ୍ବାରକୁ ଦୃଢ ଭାବରେ ଧର। ମୁଁ ଶୁଣେ ତା' ପ୍ରଭୁର ପଦଶଦ୍ଦ ତା'ର ପଛ ରେ?
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।
ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।