Home Bibles ଦିତୀୟ ରାଜାବଳୀ 5:21 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 5:21 · ଓଡ଼ିଆ ବାଇବେଲ

ତେଣୁ ଗି ହଜେୀ ନାମାନ୍ଙ୍କୁ ଅନୁସରଣ କଲେ।

Cross references

ଦିତୀୟ ରାଜାବଳୀ 4:26

ମୁଁ ବିନଯ କରୁଛି, ଦୌଡିୟାଇ ତାକୁ ଭଟେି ପଗ୍ଭର 'ସବୁ ଠିକ୍ ଅଛି କି? ତୁମ୍ଭ ସ୍ବାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?'

ଦିତୀୟ ରାଜାବଳୀ 9:17

ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।

ଲୂକଲିଖିତ ସୁସମାଚାର 7:6

ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:31

ସେ ନଫୁସକ କହିଲେ, ଯଦି କହେି ଏହା ବୁଝିବାକୁ ସାହାୟ୍ଯ କରିବେ ନାହିଁ, ତବେେ ମୁଁ ଏହା କିପରି ବୁଝିବି? ତେଣୁ ସେ ଫିଲିପ୍ପଙ୍କୁ ରଥରେ ଚ଼ଢ଼ି ନିଜ ପାଖ ରେ ବସିବାପାଇଁ ଅନୁ ରୋଧ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:25

ପିତର ଘ ରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ।

Interlinear

Choose Theme