Home Bibles ଦିତୀୟ ରାଜାବଳୀ 3:5 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 3:5 · ଓଡ଼ିଆ ବାଇବେଲ

ମାତ୍ର ଆହାବ୍ଙ୍କ ମୃତ୍ଯୁପରେ ମାୟୋବର ରାଜା ଇଶ୍ରାୟେଲର ରାଜାଙ୍କ ବିରୁଦ୍ଧାଚରଣ କଲେ।

Cross references

ଦିତୀୟ ରାଜାବଳୀ 1:1

ଅନନ୍ତର ଆହାବ୍ଙ୍କ ମୃତ୍ଯୁପରେ ମାୟୋବ ଇଶ୍ରାୟେଲ ବିରୁଦ୍ଧ ରେ ବିଦ୍ରୋହାଚରଣ କଲେ।

ଦିତୀୟ ରାଜାବଳୀ 8:20

ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।

ଦିତୀୟ ରାଜାବଳୀ 13:20

ଇଲୀଶାୟଙ୍କ ମୃତ୍ଯୁପରେ ଲୋକମାନେ ତାଙ୍କୁ କବର ଦେଲେ।

ଦିତୀୟ ବଂଶାବଳୀ 21:8

ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।

Interlinear

Choose Theme