Home Bibles ଦିତୀୟ ରାଜାବଳୀ 3:24 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 3:24 · ଓଡ଼ିଆ ବାଇବେଲ

ଯେତବେେଳେ ମାୟୋବୀଯମାନେ ଇଶ୍ରାୟେଲୀୟମାନଙ୍କ ଶିବିର ରେ ପହନ୍ଚିଲେ, ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ସମାନେେ ୟୁଦ୍ଧ ଭୂମିରୁ ପଳାଯନ କଲେ। ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେୁ ଘଉଡାଇ ଦଇେ ମାୟୋବ ଭିତରୁ ପ୍ରବେଶ କଲେ।

Cross references

ଯିହୋଶୂୟ 8:20

ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।

ବିଚାରକର୍ତାମାନଙ୍କ ବିବରଣ 20:40

କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ଯାମୀନର ସୈନ୍ଯମାନେ ବକ୍ସ୍ଟଲିକରି ଚାହିଁଲେ ଏବଂ ଦେଖିଲେ କ'ଣ ସବୁ ଗ୍ଭଲକ୍ସ୍ଟଛି। ସମାନେେ ଦେଖିଲେ ଯେ, ବକ୍ସ୍ଟଲି ଦେଖନ୍ତିତ ନଗର ରେ ନିଆଁ ଜଳକ୍ସ୍ଟଛି।

ପ୍ରଥମ ରାଜାବଳୀ 20:21

ରାଜା ଆହାବ୍ ଅରାମର ସମସ୍ତ ଅଶ୍ବ ଓ ରଥକୁ ଅଧିକାର କରିବାର ନତେୃତ୍ବ ନେଲେ ଓ ଅରାମୀଯମାନଙ୍କୁ ସମୂଳେ ପରାଜିତ କଲେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:3

ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।

Interlinear

Choose Theme