Home Bibles ଦିତୀୟ ରାଜାବଳୀ 3:23 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 3:23 · ଓଡ଼ିଆ ବାଇବେଲ

ମାଯାେବୀଯମାନେ କହିଲେ, ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।

Cross references

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ବିଚାରକର୍ତାମାନଙ୍କ ବିବରଣ 5:30

ମୁ ନିଶ୍ଚିତ, ସମାନେେ ୟକ୍ସ୍ଟଦ୍ଧ ରେ ବିଜଯୀ ହାଇେଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀ ସବୁ ନଇେ ଯାଉଛନ୍ତି। ସମାନେେ ଲକ୍ସ୍ଟସ୍ଖିତ ସାମଗ୍ରୀକକ୍ସ୍ଟ ସମାନଙ୍କେ ମଧିଅରେ ଭାଗ କରୁଛନ୍ତି। ପ୍ରେତ୍ୟକକ ସୈନ୍ଯ ଗୋଟିଏ ବା ଦକ୍ସ୍ଟଇଟି ୟକ୍ସ୍ଟବତୀ ନେଉଛନ୍ତି। ହାଇପୋ ରେ ସୀଷରା ରଂଗ କରାୟାଇଥିବା ବସ୍ତ୍ର ଖଣ୍ଡେ, ରଂଗ କରାୟାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା ବିଜତାେ ସୀଷରାର ପରିଧାନ ପାଇଁ ଦକ୍ସ୍ଟଇଟି ଖଣ୍ତ ପାଇଅଛି।

ଦିତୀୟ ରାଜାବଳୀ 6:18

ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।

ଦିତୀୟ ରାଜାବଳୀ 7:6

କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।

ଦିତୀୟ ବଂଶାବଳୀ 20:25

ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

ଯିଶାଇୟ 10:14

ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'

Interlinear

Choose Theme