ରାଜା ଯୋଶିୟଯ ଯେତବେେଳେ ବ୍ଯବସ୍ଥା ନିଯମର ବାକ୍ଯଗୁଡ଼ିକ ପଢ଼ାୟିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ।
Cross references
ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।
ଯେତବେେଳେ ୟିହୋଶୂଯ ଏହା ଶୁଣିଲେ। ସେ ତାଙ୍କର ଦକ୍ସ୍ଟଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକକ୍ସ୍ଟ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିକଟରେ ମଥାମାଡି ଭୂମିରେ ପଡି ରହିଲେ। ଯିହାଶୂେୟ ଇଶ୍ରାୟେଲର ନତେୃବର୍ଗଙ୍କ ସହିତ ସଠାେରେ ରହିଲେ, ଯେଉଁମାନେ ସନ୍ଧ୍ଯା ପର୍ୟ୍ଯନ୍ତ ଦକ୍ସ୍ଟଃଖ ଜଣାଇ ସମାନଙ୍କେର ମସ୍ତକରେ ଧୂଳି ଫିଙ୍ଗିଲେ।
ରାଜା ହିଜକିଯ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ଯସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡିହାଇେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
ଏଥି ରେ ରାଜା ସହେି ବ୍ଯବସ୍ଥା ପୁସ୍ତକର ବାକ୍ଯ ଶ୍ରବଣ କରି ଆପଣା ଦୁଃଶ ଓ ବ୍ଯସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ।
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'
ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।
ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷପେଣର ଗୃହ ରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖ ରେ ଅଗ୍ନିପାତ୍ର ରେ ଅଗ୍ନି ଜଳୁଥିଲା।
ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।
ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।
ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।
ମୁଁ ବ୍ଯବସ୍ଥା ପାଇଁ ଆଉ ବଞ୍ଚି ରହି ନାହିଁ। କାରଣ ବ୍ଯବସ୍ଥାସମାର ମୃତ୍ଯୁ ଘଟାଇଲା। କିନ୍ତୁ ମୁଁ ପରଲମଶ୍ବରଙ୍କ ପାଇଁ ଜୀବନଯାପନ କରୁଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପଲର ମୃତ୍ଯୁଲଭାଗ କରିସାରିଛି।
କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273