Home Bibles ଦିତୀୟ ରାଜାବଳୀ 21:18 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 21:18 · ଓଡ଼ିଆ ବାଇବେଲ

ଅନନ୍ତର ମନଃଶି ମୃତ୍ଯୁବରଣ କଲେ ଓ ଆପଣା ପୂର୍ବପୁରୁଷ ଲୋକଙ୍କ ସହିତ ଆପଣା ଗୃହର ଉଦ୍ୟାନ ରେ, ଅର୍ଥାତ ଉଷର ଉଦ୍ୟାନ ରେ କବର ପ୍ରାପ୍ତ ହେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଆମାେନ୍ ରାଜା ହେଲେ।

Cross references

ଦିତୀୟ ରାଜାବଳୀ 21:19

ଆମାେନ୍ ବାଇଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ଦୁଇ ବର୍ଷ ଶାସନ କଲେ। ତାଙ୍କର ମାତାଙ୍କ ନାମ ମଶୁଲ୍ଲମତ୍ ଓ ସେ ୟଟବା ନିବାସୀ ହାରୁଷଙ୍କ କନ୍ଯା ଥିଲେ।

ଦିତୀୟ ରାଜାବଳୀ 21:26

ଆମାେନ୍ ନିଜ ବଗିଗ୍ଭ ଉଷର ରେ କବର ନେଲେ ଓ ତାଙ୍କ ପଦ ରେ ତାଙ୍କର ପୁତ୍ର ଯୋଶିୟଯ ରାଜା ହେଲେ।

ପ୍ରଥମ ବଂଶାବଳୀ 3:14

ମନଃଶିଙ୍କ ପୁତ୍ର ଥିଲେ ଆମାେନ୍। ଆମାେନ୍ଙ୍କ ପୁତ୍ର ଥିଲେ ଯୋଶିୟଯ।

ଦିତୀୟ ବଂଶାବଳୀ 21:20

ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।

ଦିତୀୟ ବଂଶାବଳୀ 24:16

ଲୋକମାନେ ୟିହୋଯାଦାଙ୍କୁ ଦାଉଦଙ୍କ ନଗର ରେ, ଯେଉଁଠା ରେ ରାଜାମାନେ କବରପ୍ରାପ୍ତ ହାଇେଛନ୍ତି, ସହେିଠା ରେ କବର ଦେଲେ। ଲୋକମାନେ ସହେି ସ୍ଥାନ ରେ ୟିହୋଯାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳ ରେ ଇଶ୍ରାୟେଲ ମଧିଅରେ ପରମେଶ୍ବରଙ୍କ ନିମନ୍ତେ ଓ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।

ଦିତୀୟ ବଂଶାବଳୀ 24:25

ଅରାମୀଯମାନେ ୟୋଯାଶ୍ଙ୍କ ନିକଟରୁ ଯେତବେେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହାଇେଥିଲେ। ୟୋଯାଶ୍ଙ୍କର ନିଜ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ଯୋୟାଶ୍ ଯିହାୟୋଦାରଦା ଯାଜକଙ୍କର ପୁତ୍ର ଜିଖରିଯଙ୍କୁ ହତ୍ଯା କରିଥିବାରୁ ସମାନେେ ଏହିପରି କଲେ। ସହେି ଭୃତ୍ଯମାନେ ୟୋଯାଶ୍ଙ୍କୁ ତାଙ୍କର ଶୟ୍ଯା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ଯୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ, କିନ୍ତୁ ସମାନେେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନ ରେ କବର ପାଆନ୍ତି, ସେ ସ୍ଥାନ ରେ କବର ଦେଲେ ନାହିଁ।

ଦିତୀୟ ବଂଶାବଳୀ 28:27

ଆହସ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 32:33

ହିଜକିଯ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିଯଙ୍କୁ ସହେିଠା ରେ କବର ଦେଲେ। ହିଜକିଯ ମୃତ୍ଯୁବରଣ କଲାପରେ ଯିହୁଦା ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦଖାଇେଲେ। ମନଃଶି ହିଜକିଯଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ମନଃଶି ହିଜକିଯଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 33:20

ଏହାପରେ ମନଃଶି ମୃତ୍ଯୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଅମାେନ୍ ମନଃଶିଙ୍କ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଆମାେନ୍ ମନଃଶିଙ୍କ ସ୍ଥାନ ରେ ନୂତନରାଜା ହେଲେ। ଆମାେନ୍ ମନଃଶିଙ୍କ ପୁତ୍ର ଥିଲେ।

ଯିରିମିୟ 22:19

ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।

Interlinear

Choose Theme