ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।
Cross references
ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।
ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।
ଏଲିଯ କହିଲେ, ତୁମ୍ଭେ ଏକ କଷ୍ଟକର ବିଷଯ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନଇୟିବୋ ବେଳେ, ତୁମ୍ଭେ ଯଦି ମାେତେ ଦେଖିବ ତବେେ ତୁମ୍ଭପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମାେତେ ଦେଖିବ ନାହିଁ, ତାହାହେଲେ ସପରେି ଘଟିବ ନାହିଁ।
ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।
ତା'ପରେ ଯୀଶୁ ଘର ଭିତରକୁ ଗଲେ। କବଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ସଠାେରେ ଥିଲେ। ସମାନେେ ତାକୁ ପଚାରିଲେ, ଆମ୍ଭମାନେେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?
ମୁଁ ତୁମ୍ଭକୁ ସତ୍ଯ କହୁଛି। ମାଠାେ ରେ ବିଶ୍ବାସ କରୁଥିବା ବ୍ଯକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ଯ ଅଧିକ ବଡ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି।