Home Bibles ଦିତୀୟ ରାଜାବଳୀ 2:10 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 2:10 · ଓଡ଼ିଆ ବାଇବେଲ

ଏଲିଯ କହିଲେ, ତୁମ୍ଭେ ଏକ କଷ୍ଟକର ବିଷଯ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନଇୟିବୋ ବେଳେ, ତୁମ୍ଭେ ଯଦି ମାେତେ ଦେଖିବ ତବେେ ତୁମ୍ଭପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମାେତେ ଦେଖିବ ନାହିଁ, ତାହାହେଲେ ସପରେି ଘଟିବ ନାହିଁ।

Cross references

ଦିତୀୟ ରାଜାବଳୀ 2:12

ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!

ମାର୍କଲିଖିତ ସୁସମାଚାର 11:22

ଯୀଶୁ ଉତ୍ତର ଦେଲେ, ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।

ଯୋହନଲିଖିତ ସୁସମାଚାର 16:24

ଏପର୍ୟ୍ଯନ୍ତ ତୁମ୍ଭେ ମାେ ନାମ ରେ କିଛି ମାଗି ନାହଁ। ମାଗ, ତୁମ୍ଭମାନେେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:9

ଯୀଶୁ ପ୍ ରରେିତମାନଙ୍କୁ ଏତିକି କହିବା ପରେ ତାହାଙ୍କୁ ଆକାଶକୁ ଉେଠଇ ନିଆଗଲା। ପ୍ ରରେିତମାନେ ଦେଖୁଥିବା ସମୟରେ ଯୀଶୁ ଖଣ୍ଡେ ମେଘ ଭିତରକୁ ଚାଲିଗଲେ, ଓ ସମାନେେ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ।

Interlinear

Choose Theme