Home Bibles ପ୍ରଥମ ଶାମୁୟେଲ 1:26 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 1:26 · ଓଡ଼ିଆ ବାଇବେଲ

ତା'ପରେ ହାନ୍ନା ଏଲିଯକକ୍ସ୍ଟ କହିଲା, ମହାଶୟ ମୁ ବାସ୍ତବ ରେ ସହେି ସ୍ତ୍ରୀ ଲୋକ ୟିଏକି ତକ୍ସ୍ଟମ୍ଭ ଆଗ ରେ ଛିଡା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।

Cross references

ଆଦି ପୁସ୍ତକ 42:15

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।

ପ୍ରଥମ ଶାମୁୟେଲ 17:55

ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ଦାଉଦଙ୍କକ୍ସ୍ଟ ବାହାରିବାର ଦେଖି ଶାଉଲ ସୈନ୍ଯର ସନୋପତି ଅବନ୍ରକକ୍ସ୍ଟ କହିଲେ, ଅବନର ଏ ୟକ୍ସ୍ଟବକ କାହାର ପକ୍ସ୍ଟତ୍ର?

ପ୍ରଥମ ଶାମୁୟେଲ 20:3

କିନ୍ତୁ ଦାଉଦ ଦେଲେ, ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ। ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।

ପ୍ରଥମ ଶାମୁୟେଲ 25:26

ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 11:11

ଊରିଯ ଦାଉଦଙ୍କକ୍ସ୍ଟ କହିଲେ, ପବିତ୍ର ସିନ୍ଦକ୍ସ୍ଟକ, ଇଶ୍ରାୟେଲ ଓ ୟିହକ୍ସ୍ଟଦାର ସୈନ୍ଯବାହୀନି ଏବଂ ମାରେ ରାଜାଙ୍କର ଅଧିକାରୀଗଣ ଖାେଲା ପଦା ରେ ତମ୍ବୁ କରଛନ୍ତି। ତେଣୁ ମୁ କିପରି ଭୋଜନ କରିବାକୁ ଘରକକ୍ସ୍ଟ ୟିବି ଏବଂ ତା'ପରେ ମାରେ ସ୍ତ୍ରୀଙ୍କ ସହିତ ଶଯନ କରିବି? ତୁମ୍ଭେ ଓ ମୁ ବଞ୍ଚିଥିବା ୟାଏ ସପରେି କରିବି ନାହିଁ।

ଦିତୀୟ ଶାମୁୟେଲ 14:19

ରାଜା କହିଲେ, ଯୋୟାବ କ'ଣ ତୁମ୍ଭକୁ ଏପରି କହିବାକକ୍ସ୍ଟ କହିଥିଲେ?

ଦିତୀୟ ରାଜାବଳୀ 2:2

ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ଏଠା ରେ ରୁହନ୍ତୁ, କାରଣ ସଦାପ୍ରଭୁ ମାେତେ ବୈଥଲକେୁ ୟିବାକୁ କହିଛନ୍ତି।

ଦିତୀୟ ରାଜାବଳୀ 2:4

ଏଲିଯ ଇଲୀଶାୟକୁ କହିଲେ, ମୁଁ ବିନଯ କରୁଛି ତୁମ୍ଭେ ଏଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ଯିରୀହାକେୁ ପଠାଇଛନ୍ତି।

ଦିତୀୟ ରାଜାବଳୀ 2:6

ଏଲିଯ ଇଲୀଶାୟଙ୍କୁ କହିଲେ, ମୁଁ ବିନଯ କରୁଛି, ତୁମ୍ଭେ ଏହିଠା ରେ ଥାଅ, କାରଣ ସଦାପ୍ରଭୁ ମାେତେ ୟର୍ଦ୍ଦନ ନଦୀକୁ ପଠାଇଛନ୍ତି।

ଦିତୀୟ ରାଜାବଳୀ 4:30

ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।

ପ୍ରଥମ ବଂଶାବଳୀ 4:10

ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।

Interlinear

Choose Theme