Home Bibles ☰ Books ଦିତୀୟ ରାଜାବଳୀ 19:26 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:26 · ଓଡ଼ିଆ ବାଇବେଲ

ଏଣୁ ସେ ନଗର ଗୁଡିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ। ସମାନେେ ହତାଶ ଓ ଉଦ୍ବିଗ୍ନ ହେଲେ। ସମାନେେ କ୍ଷତରେ ଶାକ ଓ ନବୀନ ତୃଣ, ଗୃହଛାତ ଉପରିସ୍ଥ ଘାସ ଏହା ବଢିବା ପୂର୍ବରୁ ଶୁଷ୍କ ହେଉଛି।

Cross references

ଆଦି ପୁସ୍ତକ 41:23

ଏହାପରେ ସାତଟା ମୁଣ୍ଡ ବାହରି ଆସିଲା ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସହେି ଗୁଡ଼ିକ କ୍ଷୀଣ ପୂର୍ବ ବାଯୁ ରେ ଶୁଖି ୟାଇଥିବା ପରି ଦଖାେ ଯାଉଥିଲା।

ଗଣନା ପୁସ୍ତକ 11:23

ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, କ'ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭମାନେେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ଯ ତୁମ୍ଭ ପ୍ରତି ସତ ହବେ।

ଗଣନା ପୁସ୍ତକ 14:9

ତେଣୁ ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଅ ନାହିଁ, ଆଉ ସହେି ଦେଶର ଲୋକମାନଙ୍କୁ ଭୟ କରନାହିଁ। ସମାନେେ ଆମ୍ଭମାନଙ୍କର ଖାଦ୍ୟ ସ୍ବରୂପ। ସମାନଙ୍କେର ଆଶ୍ରଯ ସମାନଙ୍କେ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗ ରେ ଅଛନ୍ତି, ଭୟ କରନାହିଁ।

ଗୀତସଂହିତା 48:4

ଗୋଟିଏ ସମଯରେ ଅନକେ ରାଜା ଏକତ୍ରୀତ ହାଇେ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସମାନେେ ସହେି ନଗର ଆଡ଼କୁ ଗମନ କଲେ।

ଗୀତସଂହିତା 92:7

ଯେତବେେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଚାରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହାଇପୋରନ୍ତି। ସେତବେେଳେ ସମାନେେ କରୁଥିବା ମୂଲ୍ଯହୀନ କାର୍ୟ୍ଯ ଚିରଦିନ ପାଇଁ ନଷ୍ଟ ହବେ।

ଗୀତସଂହିତା 102:11

ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।

ଗୀତସଂହିତା 127:1

ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।

ଗୀତସଂହିତା 129:6

ସମାନେେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ଯ ବଢ଼ିବା ପୂର୍ବରୁ ଶୁଖି ୟାଆନ୍ତୁ।

ଯିଶାଇୟ 40:6

ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।

ଯିରିମିୟ 37:10

ହେ ୟିରୁଶାଲମ ନିବାସୀ, ତୁମ୍ଭମାନେେ କଲଦୀଯର ସମୁଦାଯ ସୈନ୍ଯଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ଯମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।

ଯିରିମିୟ 50:36

ଗଣକମାନେ ଖଡ୍ଗ ରେ ବଧ ହବେ, ସମାନେେ କଡ଼େେ ନିର୍ବୋଧ ତାହା ଦଖାଇବୋ ପାଇଁ ଖଡ୍ଗ ସୈନ୍ଯମାନଙ୍କୁ ବନାଶ କରିବ, ଫଳ ରେ ସମାନେେ ଭୟଭୀତ ହବେେ।

ଯିରିମିୟ 51:30

ବାବିଲର ସାହାସୀ ୟୋଦ୍ଧାଗଣ ୟୁଦ୍ଧରୁ ଅବସର ନଇେଅଛନ୍ତି। ସମାନେେ ନିଜ ନିଜ ଗଡ଼ ମଧିଅରେ ଅଛନ୍ତି। ସମାନଙ୍କେର ଶକ୍ତି ଦୁର୍ବଳ ହାଇେଅଛି। ସମାନେେ ଭୟଭୀତା ସ୍ତ୍ରୀ ଲୋକମାନଙ୍କ ପରି ହାଇେଛନ୍ତି। ସମାନଙ୍କେର ବାସସ୍ଥାନ ସବୁ ଦଗ୍ଧ ହାଇେଛି ଓ ସମାନଙ୍କେର ନଗର ଫାଟକର ଖିଡ଼ିକିସବୁ ଭଗ୍ନ ହାଇେଅଛି।

ଯିରିମିୟ 51:32

ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହାଇେଅଛି ଓ ନଳବଣ ସବୁ ଅଗ୍ନି ରେ ଦଗ୍ଧିଭୂତ ହାଇେଅଛି। ଆଉ ତା'ର ୟୋଦ୍ଧାଗଣ ଭୟଭୀତ ହାଇେଅଛନ୍ତି।

Interlinear

Choose Theme