Home Bibles ଦିତୀୟ ରାଜାବଳୀ 16:4 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 16:4 · ଓଡ଼ିଆ ବାଇବେଲ

ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।

Cross references

ଦିତୀୟ ବିବରଣ 12:2

ତୁମ୍ଭମାନେେ ଯେଉଁ ଗୋଷ୍ଠୀଯମାନଙ୍କୁ ଅଧିକାର କରିବ, ସମାନଙ୍କେର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମକ୍ସ୍ଟହ ଉପରେ ଓ ପ୍ରେତ୍ୟକକ ସତଜେ ବୃକ୍ଷ ତଳେ, ଯେଉଁସବୁ ସ୍ଥାନ ରେ ନିଜ ନିଜ ଦବେତାମାନଙ୍କୁ ପୂଜା କଲେ, ସହେି ସକଳ ସ୍ଥାନ ନିଶ୍ଚଯ ବିନଷ୍ଟ କରିବ।

ପ୍ରଥମ ରାଜାବଳୀ 14:23

ସମାନେେ ମଧ୍ଯ ପ୍ରେତ୍ୟକକ ଉଚ୍ଚ ପର୍ବତ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ମୂଳ ରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶରେୀ ସ୍ତମ୍ଭମାନ ନିର୍ମାଣ କଲେ।

ଦିତୀୟ ରାଜାବଳୀ 12:4

ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।

ଦିତୀୟ ରାଜାବଳୀ 14:4

ସେ ଉଚ୍ଚସ୍ଥଳୀଗୁଡିକ ଧ୍ବଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କ ରେ ବଳିଦାନ କଲେ ଓ ଧୂପ ଜଳାଇଲେ।

ଯିଶାଇୟ 57:5

ଆଲୋନବୃକ୍ଷ ତଳେ ତୁମ୍ଭର କ'ଣ ଶାରୀରିକ ସମ୍ବନ୍ଧ କରି ନାହଁ ? ପ୍ରେତ୍ୟକକ ହରିତ୍ବୃକ୍ଷ ତଳେ ତୁମ୍ଭେ କ'ଣ ନିଜକୁ ଉପ ଭୋଗ କରୁ ନାହଁ ? ତୁମ୍ଭମାନେେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ ସନ୍ତାନଗଣକୁ କ'ଣ ବଳିଦାନ କରୁ ନାହଁ ?

ଯିଶାଇୟ 65:4

ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।

ଯିଶାଇୟ 66:17

ସଦାପ୍ରଭୁ ପୁଣି କୁହନ୍ତି, ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ୟିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ଯଦ୍ରବ୍ଯ ଓ ମୂଷା ଖାଆନ୍ତି, ସମାନେେ ସମସ୍ତେ ଏକତ୍ର ବିନଷ୍ଟ ହବେେ।

ଯିରିମିୟ 17:2

ଯେତବେେଳେ ସମାନଙ୍କେର ସନ୍ତାନଗଣ ସମାନଙ୍କେୁ ମନେ ପକାନ୍ତି ସେତବେେଳେ ସମାନେେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖ ରେ ଥିବା ବଳିଦାନ ୟଜ୍ଞବଦେୀ ଓ ପବିତ୍ର କାଠଖମ୍ବ ଦେଖନ୍ତି।

ଯିହିଜିକଲ 20:28

ତଥାପି ମୁଁ ଆଗ ରେ ଯେଉଁ ଦେଶ ସମାନଙ୍କେୁ ଦବୋପାଇଁ ପ୍ରତିଜ୍ଞା କରିଥିଲି, ସହେି ଦେଶକୁ ସମାନଙ୍କେୁ ଆଣିଲି। ସେତବେେଳେ ସମାନେେ ପ୍ରେତ୍ୟକକ ଉଚ୍ଚପର୍ବତ ଓ ପ୍ରେତ୍ୟକକ ଗହଳିଆ ବୃକ୍ଷ ଦେଖି ସମାନଙ୍କେର ବଳିଦାନ କଲେ। ସମାନେେ ସମାନଙ୍କେର ବଳିଦାନ ଦ୍ବାରା ମାେତେ ବିରକ୍ତ କଲେ। ସମାନେେ ନିଜର ସୁଗନ୍ଧି ଦ୍ରବ୍ଯ ରଖିଲେ ଓ ନିଜ ନିଜର ପଯେ ନବୈେଦ୍ଯ ଢ଼ାଳିଲେ।

ଯିହିଜିକଲ 43:7

ଆଉ ସେ ମାେତେ ମନ୍ଦିର ମଧ୍ଯରୁ କହିଲେ, ହେ ମନୁଷ୍ଯ ପୁତ୍ର ଏହା ମାରେ ସିଂହାସନର ସ୍ଥାନ ଓ ମାରେ ପାଦପୀଠର ସ୍ଥାନ। ମୁଁ ଇଶ୍ରାୟେଲ ପରିବାର ମଧିଅରେ ସଦାକାଳ ବାସ କରିବି। ଆଉ ଇଶ୍ରାୟେଲର ଲୋକମାନେ ଏବଂ ସମାନଙ୍କେ ରାଜାଗଣ ସମାନଙ୍କେର ଶାରୀରିକ ପାପସବୁ ସହିତ ଏହି ସ୍ଥାନ ରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦବୋଦ୍ବାରା ଏହି ସ୍ଥାନକୁ ମାରେ ପବିତ୍ର ନାମକୁ ଅପମାନିତ କରିବେ ନାହିଁ।

Interlinear

Choose Theme