Home Bibles ଦିତୀୟ ରାଜାବଳୀ 14:4 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 14:4 · ଓଡ଼ିଆ ବାଇବେଲ

ସେ ଉଚ୍ଚସ୍ଥଳୀଗୁଡିକ ଧ୍ବଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କ ରେ ବଳିଦାନ କଲେ ଓ ଧୂପ ଜଳାଇଲେ।

Cross references

ଦିତୀୟ ରାଜାବଳୀ 12:3

ତଥାପି ସେ, ଉଚ୍ଚସ୍ଥଳୀ ଗୁଡିକୁ ଧ୍ବଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସହେି ଉଚ୍ଚ ସ୍ଥାନମାନଙ୍କ ରେ ଧୂପ ଜଳାଇଲେ।

ଦିତୀୟ ରାଜାବଳୀ 12:4

ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।

ଦିତୀୟ ରାଜାବଳୀ 15:4

ମାତ୍ର ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସଠାେରେ ବଳିଦାନ କଲେ ଓ ଧୂପ ଜଳାଇଲେ।

ଦିତୀୟ ରାଜାବଳୀ 15:35

ମାତ୍ର ସେ ଉଚ୍ଚସ୍ଥଳୀଗୁଡିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ଯ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ବାର ନିର୍ମାଣ କଲେ।

ଦିତୀୟ ରାଜାବଳୀ 16:4

ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।

Interlinear

Choose Theme