Home Bibles ☰ Books ଦିତୀୟ ରାଜାବଳୀ 15:38 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:38 · ଓଡ଼ିଆ ବାଇବେଲ

ଅନନ୍ତର ଯୋଥମଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦ ରେ ରାଜ୍ଯ କଲେ।

Cross references

ଦିତୀୟ ଶାମୁୟେଲ 7:12

ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।

ପ୍ରଥମ ରାଜାବଳୀ 1:2

ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, ଆମ୍ଭମାନେେ ଆପଣଙ୍କ ସବୋ ନିମନ୍ତେ ଏକ ୟୁବତୀ କନ୍ଯା ଖାଜେି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦବୋକୁ ଆପଣଙ୍କ କୋଳ ରେ ଶଯନ କରିବ।

ପ୍ରଥମ ରାଜାବଳୀ 2:10

ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।

ପ୍ରଥମ ରାଜାବଳୀ 14:20

ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 14:31

ରିହବିଯାମଙ୍କ ମୃତ୍ଯୁ ହେଲା ଓ ସେ ନିଜ ପିତୃଲୋକଙ୍କ ସହିତ କବର ପାଇଲା। ସେ ଦାଉଦ ନଗରର ପିତୃଲୋକଙ୍କ କବର ରେ କବର ପାଇଲା। ତାଙ୍କର ମାତା ଅମ୍ମୋନୀଯା ନଯମା ଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଅବିଯାମ ରାଜା ହେଲେ।

ଦିତୀୟ ରାଜାବଳୀ 8:24

ୟିହୋରାମଙ୍କର ମୃତ୍ଯୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତା'ପରେ ୟିହୋରାମଙ୍କ ପୁତ୍ର ଅହସିଯ ତାଙ୍କ ପଦି ରେ ରାଜା ହେଲେ।

ଦିତୀୟ ରାଜାବଳୀ 16:1

ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।

ପ୍ରଥମ ବଂଶାବଳୀ 3:13

ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।

ଦିତୀୟ ବଂଶାବଳୀ 27:9

ଏହାପରେ ୟୋଥମ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଆହସ୍ ଯୋଥମ୍ଙ୍କ ସ୍ଥାନ ରେ ରାଜା ହେଲେ। ଆହସ୍ ଯୋଥମ୍ଙ୍କ ପୁତ୍ର ଥିଲେ।

ଦିତୀୟ ବଂଶାବଳୀ 28:1

ଆହସ୍ ରାଜା ହବୋ ସମୟରେ କୋଡ଼ିଏ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନୟାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

ମାଥିଉଲିଖିତ ସୁସମାଚାର 1:9

ଉଜ୍ଜିୟ ଯୋଥମଙ୍କ ବାପା।

Interlinear

Choose Theme