Home Bibles ଦିତୀୟ ରାଜାବଳୀ 15:34 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:34 · ଓଡ଼ିଆ ବାଇବେଲ

ୟୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ।

Cross references

ଦିତୀୟ ରାଜାବଳୀ 15:3

ସଦାପ୍ରଭୁଙ୍କ ଦୃଷ୍ଟି ରେ ଅସରିଯ ଯଥାର୍ଥ କର୍ମମାନ କଲେ। ଠିକ୍ ସହେିପରି ତାଙ୍କର ପିତା ଅମତ୍ସିଯ ପରି ସେ କରିଥିଲେ।

ଦିତୀୟ ବଂଶାବଳୀ 26:4

ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କଲେ। ସେ ତାଙ୍କର ପିତା ଅମତ୍ସିଯଙ୍କ ପରି ପରମେଶ୍ବରଙ୍କୁ ମାନିଲେ।

ଦିତୀୟ ବଂଶାବଳୀ 27:2

ୟୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସହେିପରି ପରମେଶ୍ବରଙ୍କର ବାଧ୍ଯ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ।

Interlinear

Choose Theme