Home Bibles ☰ Books ଦିତୀୟ ରାଜାବଳୀ 15:33 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:33 · ଓଡ଼ିଆ ବାଇବେଲ

ଯୋଥମ ପଚିଶ ବର୍ଷ ବଯସ ରେ ରାଜା ହେଲେ ଓ ଷୋହଳ ବର୍ଷ ୟିରୁଶାଲମ ରେ ରାଜ୍ଯ ଶାସନ କଲେ। ତାଙ୍କର ମାତାଙ୍କ ନାମ ୟିରୁଣା ଓ ସେ ସାଦୋକର କନ୍ଯା ଥିଲେ।

Cross references

ଦିତୀୟ ବଂଶାବଳୀ 27:1

ୟୋଥାମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଥିଲା ୟିରୁଶା। ୟିରୁଶା ସାଦୋକ୍ଙ୍କର କନ୍ଯା ଥିଲେ।

Interlinear

Choose Theme