ଯହେୂ ନବୈେଦ୍ଯ ହାମବେଳି ଉତ୍ସର୍ଗ କରିବାର ସମାପ୍ତି ପରେ ସେ ପ୍ରହରୀ ଓ ସନୋପତିମାନଙ୍କୁ କହିଲେ, ଭିତରକୁ ୟାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ଯା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।
Cross references
ମାଶାେ ସମାନଙ୍କେୁ କହିଲେ, ମୁଁ ତୁମ୍ଭକୁ କହିବି ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଯାହା କହନ୍ତି, 'ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଜଙ୍ଘ ରେ ଖଡ୍ଗ ବାନ୍ଧି ଛାଉଣୀର ମଧ୍ଯ ଦଇେ ଗୋଟିଏ ଦ୍ବାରରୁ ଅନ୍ୟଦ୍ବାର ନିକଟକୁ ୟିବା ଆସିବା କର ଏବଂ ପ୍ରେତ୍ୟକକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବେଶୀକୁ ବଧକର।'
ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।
ତା'ପରେ ଏଲିଯ ସମାନଙ୍କେୁ କହିଲେ, ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ ନାହିଁ। ତେଣୁ ଲୋକମାନେ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିଯ ସମାନଙ୍କେୁ କୀଶୋନ ନଦୀ ନିକଟକୁ ନଇେ ସଠାେରେ ହତ୍ଯା କଲେ।
ଏଥି ଉତ୍ତା ରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସଠାେରେ ମନ୍ଦିର, ୟଜ୍ଞବଦେୀଗୁଡିକ ଓ ବାଲ୍ର ପ୍ରତିମାଗୁଡିକୁ ଭାଙ୍ଗି ଚୂର୍ଣ୍ଣ କରି ଦେଲେ। ସମାନେେ ମଧ୍ଯ ବାଲ୍ର ଯାଜକ ମତ୍ତନକୁ ୟଜ୍ଞବଦେୀ ସମ୍ମୁଖ ରେ ବଧ କଲେ।
ଯୋଶିୟଯ ଶମରିଯାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ୟଜ୍ଞବଦେୀ ରେ ବଧ କଲେ ଓ ସେ ଉପରେ ମନୁଷ୍ଯମାନଙ୍କ ଅସ୍ଥି ୟଜ୍ଞବଦେୀ ଉପରେ ଦଗ୍ଧ କଲେ। ଏହି ରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ୟିରୁଶାଲମକୁ ଫରେିଗଲେ।
ଏବଂ ସେ ଅନ୍ୟମାନଙ୍କୁ ମାରେ କର୍ଣ୍ଣ ଗୋଚର ରେ କହିଲେ, ତା'ର ପେଛ ନଗର ମଧ୍ଯକୁ ୟାଅ ଏବଂ କପାଳ ରେ ଚିହ୍ନ ନ ଥିବା ବ୍ଯକ୍ତିଙ୍କୁ ହତ୍ଯା କର। ଦୟା ଦଖାେଅ ନାହିଁ। ସମାନଙ୍କେୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ଯକ୍ତି, ୟୁବାବ୍ଯକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ର ରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳ ରେ ଚିହ୍ନ ଥିବା ଲୋକ ନିକଟକୁ ୟାଅ ନାହିଁ।
ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କୋରଧାଗ୍ନି ରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭମାନେେ ତରଳି ୟିବ।
ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।