ଦିତୀୟ ରାଜାବଳୀ 10:24 · ଓଡ଼ିଆ ବାଇବେଲ
ଏହାପରେ ବାଲ୍ପୂଜକମାନେ ବଳିଦାନ ଓ ହାମବେଳି କରିବାକୁ ଭିତରକୁ ଗଲେ। ଯହେୂ ନିଜର ଅଶୀ ଜଣଙ୍କୁ ବାହା ରେ ନିୟୁକ୍ତ କରିଥିଲେ। ସେ ସମାନଙ୍କେୁ କହିଲେ, ଏହି ଲୋକମାନଙ୍କ ମଧ୍ଯରୁ ଯେପରି ଜଣେ କହେି ପଳାଇ ନ ୟାଆନ୍ତି।
Cross references
ପ୍ରଥମ ରାଜାବଳୀ 20:30
ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫକେକୁ ପଳାଇ ନଗର ରେ ପ୍ରବେଶ କଲେ। ଆଉ 27,000 ସୈନ୍ଯମାନଙ୍କ ଉପରେ ପାଚରେୀ ପଡିଲା। ବିନ୍ହଦଦ୍ ନଗର ମଧ୍ଯକୁ ପଳାଇ ୟାଇ ଏକ କଠାେରୀ ରେ ଲୁଚି ରହିଲେ।
ପ୍ରଥମ ରାଜାବଳୀ 20:39
ରାଜା ତା'ବାଟ ଦଇେ ଗଲା ବେଳେ ସେ ରାଜାଙ୍କୁ କହିଲା, ମୁଁ ୟୁଦ୍ଧ ଭୂମିକୁ ୟାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତୃ ସୈନ୍ଯକୁ ଆଣି ମାେତେ କହିଲେ, 'ଏହି ଲୋକଟିକୁ ଜଗ, ଯଦି ସେ ପଳାଯନ କରେ ତବେେ ତୁମ୍ଭେ ତା' ବଦଳ ରେ ତୁମ୍ଭର ଜୀବନ ଦବେ। ନଚେତ୍ ଏକତାଳନ୍ତ ରୂପା ଦବେ।'