Home Bibles ଯୋହନଙ୍କ ଦିତୀୟ ପତ୍ 1:3 · ଓଡ଼ିଆ ବାଇବେଲ
ଯୋହନଙ୍କ ଦିତୀୟ ପତ୍ 1:3 · ଓଡ଼ିଆ ବାଇବେଲ

ପରମପିତା ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭ ସହିତ ରହିବ। ଆମ୍ଭେ ସତ୍ଯ ଓ ପ୍ ରମେ ଦ୍ବାରା ତାହାଙ୍କଠାରୁ ଏହି ଆଶୀର୍ବାଦ ଲାଭ କରୁ।

Cross references

ଯିଖରିୟ 8:19

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।

ରୋମୀୟଙ୍କ ପ୍ରତି ପତ୍ର 1:7

ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।

ଗାଲାତୀୟଙ୍କ ପ୍ରତି ପତ୍ର 5:6

ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:2

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:14

କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:13

ମାଠାରୁେ ଶୁଣିଥିବା ସତ୍ ଶିକ୍ଷାଗୁଡ଼ିକୁ ପାଳନ କର। ସହେି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ଆମ୍ଭର ବିଶ୍ବାସ ଓ ପ୍ ରମେ। ସହେି ଉପଦେଶଗୁଡ଼ିକ ଉଦାହରଣ ସ୍ବରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦବୋ ଉଚିତ।

ଯୋହନଙ୍କ ପ୍ରଥମ ପତ୍ର 2:23

ଯେଉଁ ବ୍ଯକ୍ତି ପୁତ୍ରକୁ ବିଶ୍ବାସ କରେ ନାହିଁ, ପିତା ତାହାଙ୍କଠା ରେ ବାସ କରନ୍ତି ନାହିଁ। ଯେଉଁ ବ୍ଯକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠା ରେ ପିତା ମଧ୍ଯ ଅଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 4:10

ଆମ୍ଭମାନେେ ଯେ ପରମେଶ୍ବରଙ୍କୁ ପ୍ ରମେ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ ରମେ କଲେ, ଏହା ହେଉଛି ପ୍ରକୃତ ପ୍ ରମେ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ବରୂପ କରି ପଠାଇଲେ :

ଯୋହନଙ୍କ ଦିତୀୟ ପତ୍ 1:1

ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :

Interlinear

Choose Theme