ମାଠାରୁେ ଶୁଣିଥିବା ସତ୍ ଶିକ୍ଷାଗୁଡ଼ିକୁ ପାଳନ କର। ସହେି ଶିକ୍ଷାଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ଆମ୍ଭର ବିଶ୍ବାସ ଓ ପ୍ ରମେ। ସହେି ଉପଦେଶଗୁଡ଼ିକ ଉଦାହରଣ ସ୍ବରୂପ ଅଟେ ଓ ତାହା ଦର୍ଶାଏ ଯେ, ତୁମ୍ଭେ କିପରି ଉପଦେଶ ଦବୋ ଉଚିତ।
Cross references
ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
ଉପଦେଶମାନ ଦୃଢ଼ତା ରେ ଗ୍ରହଣ କର। ତାହାକୁ ପରିତ୍ଯାଗ କର ନାହିଁ। ଏହା ଉପ ରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।
ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।
ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।
ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସମାନଙ୍କେୁ ସତ୍ଯ ଦଖାଇେ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ଯ ଶିଖିବା ଆବଶ୍ଯକ, ସମାନଙ୍କେର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖ ରେ ବ୍ଯବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁ କିଛି ଜାଣିଛ ଓ ତୁମ୍ଭ ପାଖ ରେ ସତ୍ଯ ଅଛି।
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
ଖ୍ରୀଷ୍ଟଙ୍କ ସୁସମାଚାର ଯୋଗ୍ଯ ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହାଦ୍ବାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂର ରେ ଥାଏ ; ତୁମ୍ଭ ବିଷୟ ରେ ଶୁଣିବି ଯେ ତୁମ୍ଭମାନେେ ଏକ ଉଦ୍ଦେଶ୍ଯ ରେ, ଏକମନ ହାଇେ, ସୁସମାଚାରରୁ ଉତ୍ପନ୍ନ ବିଶ୍ବାସ ପାଇଁ ଦୃଢ଼ ଭାବରେ କାର୍ୟ୍ଯ କରୁଛ।
ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
ପରମେଶ୍ବର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠା ରେ ବିଶ୍ବାସ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠା ରେ ଥିବା ପ୍ ରମେ ବିଷୟ ରେ ଶୁଣି ଆମ୍ଭେ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛୁ।
କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।
ୟୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ୟୌନ ଅଭିଳାଷୀ, ଦାସମାନଙ୍କ ବିକ୍ ରତାେ, ମିଥ୍ଯାବାଦୀ, ମିଥ୍ଯା ଶପଥ ନେଉଥିବା ଲୋକେ ଓ ପରମେଶ୍ବରଙ୍କ ସତ୍ଶିକ୍ଷାର ବିରୋଧାଚରଣ କରୁଥିବା ଯେ କୌଣସି ବ୍ଯକ୍ତି ପାଇଁ ବ୍ଯବସ୍ଥା ଆବଶ୍ଯକ।
କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।
ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;