Home Bibles ☰ Books କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:8 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:8 · ଓଡ଼ିଆ ବାଇବେଲ

ଆମ୍ଭେ ସତ୍ଯର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କବଳେ ସତ୍ଯ ପାଇଁ କିଛି କରି ପାରିବା।

Cross references

ଗଣନା ପୁସ୍ତକ 16:28

ତା'ପରେ ମାଶାେ କହିଲେ, ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦବେି ଯେ ସଦାପ୍ରଭୁ ମାେତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁନାହିଁ ବୋଲି ତୁମ୍ଭମାନେେ ଜାଣିବ।

ପ୍ରଥମ ରାଜାବଳୀ 22:28

ତହିଁରେ ମୀଖାଯ ଉଚ୍ଚସ୍ବର ରେ କହିଲେ, ତୁମ୍ଭମାନେେ ସମସ୍ତେ ଶୁଣ, ଯଦି ରାଜା ଆହାବ୍ କୁଶଳ ରେ ୟୁଦ୍ଧ କ୍ଷେତ୍ରରୁ ଫରେି ଆ ସେ, ତବେେ ସଦାପ୍ରଭୁ ମାେତେ ବାର୍ତ୍ତା ଦଇେ ନାହାଁନ୍ତି ବୋଲି ଜାଣିବ।

ଦିତୀୟ ରାଜାବଳୀ 1:9

ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।

ଦିତୀୟ ରାଜାବଳୀ 2:23

ଅନନ୍ତର ଇଲୀଶାୟ ବୈଥଲକେୁ ଗଲେ। ସେ ବାଟରେ ଯାଉଥିବା ବେଳେ କେତକେ କ୍ଷୁଦ୍ର ବାଳକ ନଗର ବାହାରକୁ ଆସି ତାଙ୍କୁ ପରିହାସ କରି ଚିତ୍କାର କଲେ, ଆ ରେ ଚନ୍ଦା ମୁଣ୍ତିଆ! ଉପରକୁ ୟା, ଆ ରେ ଚନ୍ଦା ମୁଣ୍ତିଆ ଉପରକୁ ୟା!

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ହିତୋପଦେଶ 26:2

ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ।

ମାର୍କଲିଖିତ ସୁସମାଚାର 9:39

କିନ୍ତୁ ଯୀଶୁ କହିଲେ, ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମାେ ନାମ ନଇେ ଶକ୍ତିର କାର୍ୟ୍ଯ କରିପା ରେ, ସେ ମାେ ନାମ ରେ ଆଉ ଖରାପ କଥା କହି ପାରିବ ନାହିଁ।

ମାର୍କଲିଖିତ ସୁସମାଚାର 16:17

ଯେଉଁମାନେ ମାେତେ ବିଶ୍ବାସ କରିବେ, ସମାନେେ ତାର ପ୍ରମାଣ ସ୍ବରୂପ ଏହି ସବୁ କାମ କରିବାକୁ ସକ୍ଷମ ହବେେ: ସମାନେେ ଲୋକମାନଙ୍କଠାରୁ ମାେ ନାମ ରେ ଭୂତମାନଙ୍କୁ ବାହାର କରି ଦଇେ ପାରିବେ। କବେେ ହେଲେ ଶିଖି ନଥିବା ନୂଆନୂଆ ଅନକେ ଭାଷା ରେ କଥାବାର୍ତ୍ତା କରିବେ।

ଲୂକଲିଖିତ ସୁସମାଚାର 9:49

ଯୋହନ କହିଲେ, ଗୁରୁ, ଆମ୍ଭମାନେେ ଜଣେ ଲୋକକୁ ଆପଣଙ୍କ ନାମ ନଇେ ଭୂତମାନଙ୍କୁ ଲୋକଙ୍କ ଦହରେୁ ତଡି ଦେଉଥିବାର ଦେଖିଲୁ। ଆମ୍ଭମାନେେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ଯମାନଙ୍କ ଗୋଷ୍ଠୀର ଲୋକ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:28

ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:1

ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରି ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:3

ତେଣୁ ସମାନେେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ବିଦାୟ କଲେ।

Interlinear

Choose Theme