ତବେେ ତୁମ୍ଭେ ଯେଉଁ ସ୍ବର୍ଗ ରେ ବାସ କର, ସଠାରୁେ ଥାଉ, ସହେି ବିଦେଶୀ ବ୍ଯକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନା ରେ ଉତ୍ତର ଦିଅ। ତବେେ ତୁମ୍ଭର ଲୋକ ଇଶ୍ରାୟେଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସହେିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମ ରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।
Cross references
ତା'ପରେ ସଦାପ୍ରଭୁ କହିଲେ, ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇଶ୍ରାୟେଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସମାନଙ୍କେୁ ଆଶୀର୍ବାଦ କରିବା।
ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
'ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲାଠାରୁ ଏପର୍ୟ୍ଯନ୍ତ କୌଣସି ସହରକୁ ଇଶ୍ରାୟେଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ।
ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।
ସେତବେେଳେ ଯଦି ଆମ୍ଭ ନାମ ରେ ନାମିତ ଲୋକମାନେ ନମ୍ର ହବେେ ଓ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖାଜେିବେ, ଆଉ ସମାନଙ୍କେର ମନ୍ଦ ପଥରୁ ଫରେିଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ମନ୍ଦ ପଥରୁ ଫରେି ଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ପାପସବୁ କ୍ଷମା କରିବା ଓ ଆମ୍ଭେ ସମାନଙ୍କେର ଦେଶକୁ ସୁସ୍ଥ କରିବା।
ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
ପରମେଶ୍ବର କହନ୍ତି, ୟୁଦ୍ଧ ବନ୍ଦ କର, ମନରେଖ ମୁଁ ହେଉଛି ପରମେଶ୍ବର। ମୁଁ ରାଜ୍ଯମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିଯନ୍ତ୍ରଣ କଲେ।
ତା'ପରେ ପୃଥିବୀର ଲୋକେ ତୁମ୍ଭ୍ ବିଷଯରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ, ଯେତବେେଳେ ସମାନେେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।
ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।