Home Bibles ଦିତୀୟ ବଂଶାବଳୀ 6:29 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 6:29 · ଓଡ଼ିଆ ବାଇବେଲ

ଆଉ, ତା'ପରେ ଇଶ୍ରାୟେଲର ତୁମ୍ଭର ପ୍ରେତ୍ୟକକ ବ୍ଯକ୍ତି ନିଜର ସମସ୍ଯା ଓ କ୍ଲେଶ ଜାଣି ସମାନଙ୍କେ ମଧ୍ଯରୁ କହେି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବୀନତି କରେ, - ଆଉ ଯଦି ସହେି ବ୍ଯକ୍ତି ଏହି ମନ୍ଦିର ଆଡ଼େ ଚାହିଁ ତାହାର ହସ୍ତ ପ୍ରସାର କରେ,

Cross references

ଦିତୀୟ ବଂଶାବଳୀ 6:12

ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଠିଆ ହେଲେ। ସେ ଏକତ୍ରୀତ ସମଗ୍ର ଇଶ୍ରାୟେଲର ଲୋକମାନଙ୍କର ସମ୍ମୁଖ ରେ ଠିଆ ହେଲେ। ଏହାପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।

ଦିତୀୟ ବଂଶାବଳୀ 20:9

ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ଖଡ୍ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତବେେ ଆମ୍ଭମାନେେ ଏହି ମନ୍ଦିର ସମ୍ମୁଖ ରେ ଓ ତୁମ୍ଭ ସମ୍ମୁଖ ରେ ଠିଆ ହବେୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତବେେଳେ ଆମ୍ଭମାନେେ ବିପଦ ରେ ପଡ଼ୁ, ସେତବେେଳେ ତୁମ୍ଭ ନିକଟରେ ଡ଼ାକ ପକାଇବୁ। ତା'ପରେ ତୁମ୍ଭେ ଆମ୍ଭମାନଙ୍କ ଡ଼ାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।'

ଗୀତସଂହିତା 32:2

ଜଣେ ବ୍ଯକ୍ତି ଅଧିକ ଖୁସି ହୁଏ, ଯେତବେେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ। ସହେି ବ୍ଯକ୍ତିଟି ଅଧିକ ଭାଗ୍ଯଶାଳୀ ୟିଏ ନିଜର ପାପକୁ ଗୋପନ ରେଖ ନାହିଁ।

ଗୀତସଂହିତା 32:5

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।

ଗୀତସଂହିତା 33:12

ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସମାନେେ ସମସ୍ତେ ଭାଗ୍ଯଶାଳୀ ଅଟନ୍ତି। କାରଣ ପରମେଶ୍ବର ସମାନଙ୍କେୁ ସ୍ବତନ୍ତ୍ର ଭାବରେ ବିବଚେନା କରନ୍ତି।

ଗୀତସଂହିତା 50:15

ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଗୀତସଂହିତା 142:1

ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକିବି। ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।

ହିତୋପଦେଶ 14:10

ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।

ଯିଶାଇୟ 1:15

ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।

Interlinear

Choose Theme